ନୂଆବର୍ଷ ପୂର୍ବରୁ ଯାତ୍ରୀଙ୍କୁ ବଡ଼ ଝଟ୍କା ଦେଲା ରେଲଓ୍ଵେ, ରଦ୍ଦ କଲା ୪ ଟ୍ରେନ୍ ଚଳାଚଳ
ନୂଆବର୍ଷ ପୂର୍ବରୁ ହିଁ ରେଲଓ୍ଵେ ଯାତ୍ରୀମାନଙ୍କୁ ଝଟ୍କା ଦେଇଛି। ନୂଆବର୍ଷରେ ଘରକୁ ଫେରିବାକୁ ଚାହୁଁଥିବା ଯାତ୍ରୀଙ୍କ ପାଇଁ ଏକ ଦୁଃଖଦ ଖବର। ରେଲଓ୍ଵେ ଦିଲ୍ଲୀରୁ ଯାଉଥିବା କେତେକ ଟ୍ରେନ୍ ଚଳାଚଳକୁ କିଛି ଦିନ ପାଇଁ ସ୍ଥଗିତ କରିଛି। ଦିଲ୍ଲୀରୁ ଉତ୍ତରାଖଣ୍ଡ ଯାଉଥିବା କେତେକ ଟ୍ରେନ୍କୁ…