Browsing Tag

indian railways irctc

ପ୍ରଥମ ଲୋକାଲ ରେଲୱେ ମୋବାଇଲ୍ ଆପ୍ “YATRI APP”

ଯାତ୍ରୀଙ୍କ ସୁବିଧା ପାଇଁ ଭାରତୀୟ ରେଳବାଇ ପକ୍ଷରୁ ବାହାର କରାଗଲା ନୂଆ ଆପ । ଯାହାର ନାଁ ରହିଛି ଯାତ୍ରୀ ଆପ । କେନ୍ଦ୍ରୀୟ ରେଳବାଇ ଦ୍ୱାରା ବିକଶିତ ହୋଇଥିବା ଯାତ୍ରୀ ଆପ୍ ଆଜିକାଲି ବେଶୀ ଉପଯୋଗ ହେଉଛି । ଏହା ହେଉଛି ପ୍ରଥମ ଅଫିସିଆଲ୍ ଲୋକାଲ ରେଲୱେ ମୋବାଇଲ୍ ଆପ୍। ଯିଏ ଲୋକାଲ ଟ୍ରେନ ର…

ଯଦି ଯାତ୍ରା ସମୟରେ ହଠାତ ଆପଣଙ୍କ ଦେହ ବହୁତ ଖରାପ ହୋଇଯିବ ତେବେ ନିହାତି ଭାବେ ଏହି ନମ୍ବରକୁ କଲ କରନ୍ତୁ, ତୁରନ୍ତ…

ଦୀର୍ଘ ଯାତ୍ରା ପାଇଁ ଟ୍ରେନ୍ ହେଉଛି ସବୁଠାରୁ ସହଜ ଓ ଭଲ ମାଧ୍ୟମ । ଏମିତିରେ ଥରେ ଭାବନ୍ତୁ ଆପଣ ବି ଦୂର ସ୍ଥାନକୁ ଯିବା ପାଇଁ ବାହାରିଛନ୍ତି କିନ୍ତୁ ହଠାତ୍ ଟ୍ରେନରେ ଆପଣଙ୍କର ଦେହ ଖରାପ ହୋଇଯିବ ତେବେ କ'ଣ କରିବେ ? ଅଧା ବାଟରେ ତ ଆଉ ଟ୍ରେନ କୁ ରୋକି ହେବନି .. କି ଟ୍ରେନ ରେ ସେଭଳି…

ରେଳବାଇର ନୂଆ ନିୟମ, ଟ୍ରେନ୍ ଛାଡ଼ିବାର ୧୦ ମିନିଟ୍ ପରେ ସିଟରେ ନପହଁଚିଲେ ବାତିଲ ହୋଇଯିବ ଟିକେଟ୍

ସହରଗୁଡ଼ିକରେ ଟ୍ରାଫିକ୍ ଜାମ୍ ସମସ୍ୟା ବୃଦ୍ଧି ଏବଂ ପରିବହନରେ ଲାଗୁଥିବା ସମୟ କାରଣରୁ ଅନେକ ଲୋକ ବହୁତ ଜଲଦି ଜଲଦି ଦୌଡି ଟ୍ରେନକୁ ଧରୁଛନ୍ତି । ବର୍ତ୍ତମାନ ସୁଦ୍ଧା ଯାତ୍ରୀ ଗୋଟିଏ କିମ୍ବା ଦୁଇଟି ଷ୍ଟେସନ ପରେ ମଧ୍ୟ ଟ୍ରେନରେ ନିଜର ବର୍ଥରେ ପହଞ୍ଚୁଥିଲେ, ତେବେ ଟିଟିଇ ତାଙ୍କ ଉପସ୍ଥାନକୁ…

ରେଳଷ୍ଟେସନରେ ଆରମ୍ଭ ହେଲା ଖାସ୍ ସର୍ଭିସ୍, ଏଣକି ଯାତ୍ରୀଙ୍କୁ ମିଳିବ ୨୦ ଟଙ୍କାରେ ମିଲ୍

ଦେଶରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଟ୍ରେନ୍ ଯୋଗେ ଯାତ୍ରା କରୁଛନ୍ତି । ଅଧିକାଂଶ ଟ୍ରେନରେ ପ୍ୟାଣ୍ଟ୍ରି କାର୍ ପାଇଁ ବ୍ୟବସ୍ଥା ରହିଛି, କିନ୍ତୁ ଏହି ସୁବିଧା କେବଳ ଏସିର ଯାତ୍ରୀ ଓ ଶୋଇବା କୋଚ୍ ପାଇଁ ଉପଲବ୍ଧ ରହିଛି । ସାଧାରଣ କୋଚରେ ଯାତ୍ରା କରୁଥିବା ଲୋକଙ୍କୁ ଖାଦ୍ୟ ଓ ପାନୀୟ ପାଇଁ…

E-Ticket ନା I-Ticket କେଉଁଟା ବେଷ୍ଟ ?

ଆଜି କାଲିର ସମୟରେ ଦୂର ସ୍ଥାନକୁ ଯାତ୍ରା କରିବା ପାଇଁ ପ୍ଲାନ କରୁଥିଲେ ପ୍ରଥମେ ମନରେ ଟ୍ରେନ କଥା ଧ୍ୟାନକୁ ଆସେ। କିନ୍ତୁ ଏବେର ସମୟରେ ମଧ୍ୟ ଟ୍ରେନ ଟିକଟ ପାଇବା ବଡ଼ କଷ୍ଟ। ଡିଜିଟାଲ ଯୁଗରେ ହୁଏତ ଟିକେଟ ବୁକ୍‌ କରିବା ସହଜ ହୋଇଯାଇଛି। ଘରେ ବସି ଆରାମରେ ଅନଲାଇନରେ ଟିକେଟ ବୁକ୍‌ ମଧ୍ୟ…

ରାମ ଭକ୍ତଙ୍କ ପାଇଁ IRCTC ର ଉପହାର, ୧୩ ହଜାରରେ କରନ୍ତୁ ଏହି ତୀର୍ଥ ସ୍ଥଳର ଯାତ୍ରା

ରାମ ଭକ୍ତଙ୍କ ପାଇଁ ଏକ ଖୁସି ଖବର । ଭାରତୀୟ ରେଳବାଇର ଏକ ଉଦ୍ୟୋଗ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (IRCTC) ରାମ ଭକ୍ତଙ୍କ ପାଇଁ ଏକ ବହୁତ ଖାସ୍  ପ୍ୟାକେଜ୍ ଆଣିଛି। ଏହି ଯାତ୍ରାରେ ଆପଣ ପ୍ରଭୁ ରାମଙ୍କ ସହ ଜଡିତ ଅଯୋଧ୍ୟା, ନନ୍ଦିଗ୍ରାମ, ବାରଣାସୀ, ପ୍ରୟାଗ,…

IRCTC ରେ ଟ୍ରେଡ ଅପାରଣ୍ଟିସ ପଦବୀ ଖାଲି, ୨୯ ଜୁନ ଭିତରେ କରନ୍ତୁ ଆବେଦନ

IRCTC ରେ ଚାକିରି ପଇଁ ନୋଟିଫିକେସନ ଜାରି । ଏଠାରେ ଟ୍ରେଡ୍‌ ଅପାରଣ୍ଟିସ ପଦବୀ ଖାଲି ପଡିଛି । ଏହି ଭର୍ତ୍ତି ଅଭିଯାନ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍‌  www.irctc.com କୁ ଯାଇ ଆବେଦନ କରିପାରିବେ । ଆବେଦନ କରିବାର ଶେଷ…

୩୫ ପଇସା ବୀମାରେ ପାଆନ୍ତୁ ୧୦ ଲକ୍ଷ ଟଙ୍କା

ଦେଶରେ ପ୍ରତିଦିନ ଅନେକ ଲୋକ ଟ୍ରେନରେ ଯାତ୍ରା କରନ୍ତି । ନିତିଦିନିଆ କାର୍ଯ୍ୟ ପାଇଁ ଆମେ ସାଧାରଣତଃ ଅନ୍ୟ ଯାତାୟତ ବ୍ୟବସ୍ଥା ଅପେକ୍ଷା ଟ୍ରେନ ଯାତ୍ରାରେ ଅଧିକ ସୁବିଧା ପାଇଥାଉ । ଯେଉଁଥିପାଇଁ ଟ୍ରେନ୍ ଯାତ୍ରାକୁ ଲୋକମାନେ ଅଧିକ ପସନ୍ଦ କରନ୍ତି । କମ ଟଙ୍କାରେ ଆରାମ ଦାୟକ ଯାତ୍ରା…

ଟ୍ରେନ ଟିକେଟରେ ମିଳିଥାଏ ୧୦ ଲକ୍ଷ ଟଙ୍କା ଇନ୍ସୁରାନ୍ସ

ଶାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ ଟ୍ରେନ ଏବଂ ବାଙ୍ଗାଲୋର-ହାୱଡା ସୁପରଫାଷ୍ଟ ଏକ୍ସପ୍ରେସ ଗତ କାଲି ଶୁକ୍ରବାର ସନ୍ଧ୍ୟା ଓଡିଶାର ବାଲେଶ୍ୱର ବାହାନଗା ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁଇ ଯାତ୍ରୀବାହୀ ଟ୍ରେନ୍ ଏବଂ ଏକ ମାଲବାହୀ ଟ୍ରେନ୍ ଏକାସାଙ୍ଗରେ ଧକ୍କା ହୋଇଥିଲା । ଓଡିଶାରେ ଏହି…

IRCTC ଜାରି କଲା ତତ୍କାଳ ଟିକେଟ ବୁକିଂ ର ସହଜ ଉପାୟ, ଜାଣି ନିଅନ୍ତୁ

ଭାରତୀୟ ରେଳ ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ନେଇ ଯାତ୍ରା କରିଥାଏ। ହେଲେ ଟ୍ରେନ ଯୋଗେ ଯାତ୍ରା କରୁଥିବା ଯାତ୍ରୀଙ୍କ ସଂଖ୍ୟା କେବେ ବି କମିନଥାଏ । ଅଧିକାଂଶ ରେଳ ମାର୍ଗରେ ନିଶ୍ଚିତ ହୋଇଥିବା ଟିକେଟ୍ ପାଇଁ ସର୍ବଦା ଛକାପଞ୍ଝା ଲାଗି ରହିଥାଏ। ଏଭଳି ପରିସ୍ଥିତିରେ ଯାତ୍ରୀଙ୍କୁ ନିଶ୍ଚିତ…

ୱେଟିଂ ଟିକେଟ୍ କେତେ ପ୍ରକାରର?

ରେଳ ଯାତ୍ରା କରୁଥିବା ପ୍ରତ୍ୟେକ ବ୍ୟକ୍ତି ୱେଟିଂ ଟିକେଟ୍ ବିଷୟରେ ଜାଣିଥାନ୍ତି । ଟ୍ରେନରେ ଥିବା ସମସ୍ତ ସିଟ୍ ବୁକ ହେବା ପରେ ପାଖ ପାଖି ୨୦୦ ରୁ ୩୦୦ ୱେଟିଂ ଟିକେଟ୍ ଜାରି ହୋଇଥାଏ। ହେଲେ କ'ଣ ଆପଣ ଜାଣିଛନ୍ତି ଭାରତୀୟ ରେଳବାଇ ପକ୍ଷରୁ ୬ ପ୍ରକାରର ୱେଟିଂ ଲିଷ୍ଟ ଜାରି କରାଯାଇଥାଏ। ଏସବୁର…

ଏବେ କୁକୁର ଓ ବିଲେଇଙ୍କ ପାଇଁ ହେବ ଟ୍ରେନ ଟିକେଟ ବୁକିଂ

ଆପଣ ନିଜ ଘରେ କୁକୁର , ବିଲେଇ ପାଳିଛନ୍ତି କି ? ତେବେ ଆପଣଙ୍କ ପାଇଁ ଖୁସି ଖବର । ଏଣିକି ଆପଣମାନେ ବିନା କୌଣସି ସମସ୍ୟା ରେ ନିଜର ପାଳିତ ପଶୁଙ୍କୁ ସାଙ୍ଗରେ ନେଇ ଟ୍ରେନରେ ଯାତ୍ରା କରି ପାରିବେ । ଏହି ଖୁସି ଖବର ରେଳ ମନ୍ତ୍ରଣାଳୟ ପକ୍ଷରୁ ଜାରି କରିଦିଆଯାଇଛି । ରେଳ ମନ୍ତ୍ରଣାଳୟ ଏସି -୧…