Browsing Tag

indian railways

ପ୍ରତିଦିନ ୧୦୦୦ ରେଲୱେ କର୍ମଚାରୀ ହେଉଛନ୍ତି କରୋନା ସଂକ୍ରମିତ, ଏବେ ଯାଏଁ ଗଲାଣି ୧୯୫୨ ଜୀବନ

କରୋନା ସଂକ୍ରମଣ ଯୋଗୁ ଏବେ ପୂରା ଦେଶ ଚିନ୍ତାରେ। ସଂକ୍ରମଣ ବଢ଼ୁଥିବାରୁ ଅନେକ କମ୍ପାନୀ ଏବେ ୱାର୍କ ଫ୍ରମ ହୋମ କରିଦେଇଛନ୍ତି। କିନ୍ତୁ ଏମିତି ଅନେକ ସଂସ୍ଥା ଅଛନ୍ତି ଯେଉଁଠି ଘରେ ରହି କାମ କରିବା ସମ୍ଭବପର ନୁହେଁ। ସେଭଳି ଏକ ସଂସ୍ଥା ହେଉଛି ରେଲୱେ। ରେଳ ବିଭାଗର କର୍ମଚାରୀ ୱାର୍କ ଫ୍ରମ…

ଟ୍ରେନରେ ଯାତ୍ରା କରୁଥିଲେ ହୋଇଯାଆନ୍ତୁ ସାବଧାନ, ନଚେତ୍‌ ଭରିବାକୁ ପଡିବ ଜୋରିମାନା

ଯାତ୍ରୀମାନେ ଦୟାକରି ଧ୍ୟାନ ଦିଅନ୍ତୁ । ଏହିସବୁ ଜିନିଷ ଟ୍ରେନରେ ଆଣୁଥିଲେ ଖାଲି ଦେବାକୁ ପଡ଼ିବନି ଜୋରିମାନା । ହୋଇପାରେ ଆପଣଙ୍କୁ ୩ ବର୍ଷ ଯାଏ ଜେଲ୍‌ । ଟ୍ରେନରେ ଯିବା ପୂର୍ବରୁ ଏହି ସବୁ ଜିନିଷ ପ୍ରତି ନିଶ୍ଚିତ ଦିଅନ୍ତୁ ଧ୍ୟାନ । ଏମିତି ନିର୍ଦ୍ଦେଶନାମା ଜାରି କରିଛନ୍ତି ରେଳବାଇ ବିଭାଗ…

ଖୁସି ଖବର! ୧୦ ଏପ୍ରିଲରେ ଯାତ୍ରୀଙ୍କୁ ବଡ଼ ଉପହାର ଦେବାକୁ ଯାଉଛି ରେଲୱେ

ଧୀରେ ଧୀରେ ଟ୍ରାକ୍‌କୁ ଫେରୁଛି ଟ୍ରେନ୍‌। ତେବେ ବର୍ତ୍ତମାନ ମଧ୍ୟ କେତେକ ସ୍ଥାନରେ କମ୍‌ ସଂଖ୍ୟକ ଟ୍ରେନ୍‌ ଚଳାଚଳ କରୁଛି। ଫଳରେ ଯାତ୍ରୀଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ଯାତ୍ରୀଙ୍କର ଏହି ସମସ୍ୟାକୁ ଦୂର କରିବା ପାଇଁ ୧୦ ଏପ୍ରିଲରୁ କରୋନା କାଳ ପୂର୍ବରୁ ଚାଲୁଥିବା ଟ୍ରେନ୍‌…

ଜାଣନ୍ତୁ, ଦେଶର କେଉଁ ସ୍ଥାନରେ ସବୁଠୁ ବିଳମ୍ବରେ ଚାଲୁଛି ଟ୍ରେନ୍‌, ରେଳ ବିଭାଗ ଜାରି କଲା ସମୟାନୁବର୍ତ୍ତିତା ତାଲିକା

ରେଲୱେ ବୋର୍ଡ ଚଳିତମାସ ୧ରୁ ୭ ଫେବ୍ରୁଆରୀ ଯାଏଁ ସାରା ଦେଶରେ ଚାଲିଥିବା ଟ୍ରେନ୍‌ର ସମୟାନୁବର୍ତ୍ତିତା ଚାର୍ଟ ପ୍ରସ୍ତୁତ କରିଛି। ଏହି ତାଲିକାରେ ସାରା ଦେଶରେ ଠିକ୍‌ ସମୟରେ ଚାଲୁଥିବା ଟ୍ରେନ୍‌ର ପରିମାଣ ମାତ୍ର ୯୫.୯୧ ପ୍ରତିଶତ ରହିଛି। ଏହା ରେଳ ମନ୍ତ୍ରୀଙ୍କ ଲକ୍ଷ୍ୟଠାରୁ କମ୍‌ ରହିଛି।…

ଦଶମ ପାସ୍‌ ପ୍ରାର୍ଥୀଙ୍କ ପାଇଁ ରେଳ ବିଭାଗରେ ନିଯୁକ୍ତି ସୁଯୋଗ, ବିନା ପରୀକ୍ଷାରେ ମିଳିବ ଚାକିରି

ରେଳ ବିଭାଗରେ ନିଯୁକ୍ତି ସୁଯୋଗ। ସେଣ୍ଟ୍ରାଲ ରେଲେଓ୍ଵ ରିକ୍ରୁଇଟ୍‌ମେଣ୍ଟ ସେଲ ତରଫରୁ ଅପରେଣ୍ଟିସ୍‌ ପଦରେ ଭର୍ତ୍ତି ପାଇଁ ନୋଟିଫିକେସନ୍‌ ଜାରି କରାଯାଇଛି। ଇଚ୍ଛୁକ ତଥା ଯୋଗ୍ୟ ପ୍ରାର୍ଥୀ ଏଥିପାଇଁ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଆବେଦନ କରିବା ପୂର୍ବରୁ ଅଫିସିଆଲ ୱେବ୍‌ସାଇଟ୍‌…

ଏବେ ଟ୍ରେନରେ ମିଳିବ ମନପସନ୍ଦର ଖାଦ୍ୟ, ଯାତ୍ରୀଙ୍କ ସୁବିଧା ପାଇଁ ଇ-କ୍ୟାଟରିଙ୍ଗ୍‌ ସେବା ଆରମ୍ଭ କଲା ରେଲୱେ

ଭାରତୀୟ ରେଲୱେ ଟ୍ରେନରେ ପୁଣି ଥରେ ଇ-କ୍ୟାଟରିଙ୍ଗ୍‌ ସେବାକୁ ଆରମ୍ଭ କରିଛି। ଯଦିଓ ଏହି ସୁବିଧା ବର୍ତ୍ତମାନ କିଛି ନିର୍ଦ୍ଧିଷ୍ଟ ଷ୍ଟେସନରେ ଆରମ୍ଭ କରାଯିବ। ଯେଉଁ ଷ୍ଟେସନରେ ଇ-କ୍ୟାଟରିଙ୍ଗ ସେବା ଆରମ୍ଭ କରାଯିବ, ସେଠାରେ କେନ୍ଦ୍ର ଏବଂ ସମ୍ବନ୍ଧିତ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ…

କରୋନା କାଳରେ ବଢ଼ିଲା ଟ୍ରେନ୍‌ ଭଡ଼ା, ୭୦ ଜାଗାରେ ଦେବାକୁ ପଡ଼ୁଛି ୧୦୦ ଟଙ୍କା

କରୋନା କାଳରେ ଟ୍ରେନ୍‌ ଯାତ୍ରା ମହଙ୍ଗା ହୋଇଛି। ଜେନେରାଲ ବଗିରେ ଯାଉଥିବା ସାଧାରଣ ଯାତ୍ରୀଙ୍କୁ ମଧ୍ୟ ସ୍ପେଶାଲ ଟ୍ରେନ୍‌ ନାଁରେ ପକେଟ୍‌ ଖାଲି କରିବାକୁ ପଡ଼ୁଛି। ସୋମବାରରୁ ଆରମ୍ଭ ହୋଇଥିବା ଗୋରଖପୁରରୁ ଲକ୍ଷ୍ନୌ, ମଣ୍ଡୁଆଡିହ ଓ ଛପରା ଇଣ୍ଟରସିଟିର ଭଡ଼ା ମଧ୍ୟ ବଢ଼ାଇ ଦିଆଯାଇଛି। ଗୋରଖପୁରରୁ…

ବିଶ୍ୱର ପ୍ରଥମ ଲାଇଫ୍‌ଲାଇନ୍‌ ଏକ୍ସପ୍ରେସ୍‌ ତିଆରି କଲା ଭାରତୀୟ ରେଲୱେ, ଅତ୍ୟାଧୁନିକ ଅପରେସନ୍‌ ଥିଏଟର ସହ ରହିଛି…

ପୂର୍ବରୁ ଅନେକ କୀର୍ତ୍ତିମାନ ସ୍ଥାପନ କରିଥିବା ଭାରତୀୟ ରେଳ ବିଭାଗ ପୁଣିଥରେ ଆଉ ଏକ ନୂଆ ରେକର୍ଡ ନିଜ ନାଁରେ କରିଛି। ରେଳ ମନ୍ତ୍ରାଳୟ ଅନୁସାରେ ଭାରତୀୟ ରେଲୱେ ଦୁନିଆର ସର୍ବପ୍ରଥମ ହସ୍ପିଟାଲ ଟ୍ରେନ୍‌ ବନାଇ ଇତିହାସ ରଚିଛି। ଏହି ହସ୍ପିଟାଲ ଟ୍ରେନ୍‌ର ନାଁ ଦିଆଯାଇଛି ଲାଇଫ୍‌ଲାଇନ୍‌…

ଯାତ୍ରୀମାନେ ଦୟା କରି ଧ୍ୟାନ ଦିଅନ୍ତୁ, ଏବେ ଟିକେଟ୍‌ ବୁକିଂ କରିବା ବେଳେ ଆଉ କରିବାକୁ ପଡ଼ିବନି ଅପେକ୍ଷା

ବର୍ତ୍ତମାନ କରୋନା କାଳ ଚାଲିଥିବାରୁ ଲୋକମାନେ ସବୁ କିଛି ଅନ୍‌ଲାଇନ୍‌ରେ କରିବା ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି। ଏମିତିକି ଯାତ୍ରା ପାଇଁ ଟ୍ରେନ୍‌ ଟିକେଟ୍‌ ବୁକିଂ ମଧ୍ୟ ଅନ୍‌ଲାଇନ୍‌ରେ କରୁଛନ୍ତି। ମାତ୍ର ନେଟ୍‌ ସମସ୍ୟା ଯୋଗୁ ଟିକେଟ୍‌ ବୁକିଂ କରିବାରେ ଗ୍ରାହକ ଅସୁବିଧାର ସମ୍ମୁଖୀନ…

ନୂଆବର୍ଷ ପୂର୍ବରୁ ଯାତ୍ରୀଙ୍କୁ ବଡ଼ ଝଟ୍‌କା ଦେଲା ରେଲଓ୍ଵେ, ରଦ୍ଦ କଲା ୪ ଟ୍ରେନ୍‌ ଚଳାଚଳ

ନୂଆବର୍ଷ ପୂର୍ବରୁ ହିଁ ରେଲଓ୍ଵେ ଯାତ୍ରୀମାନଙ୍କୁ ଝଟ୍‌କା ଦେଇଛି। ନୂଆବର୍ଷରେ ଘରକୁ ଫେରିବାକୁ ଚାହୁଁଥିବା ଯାତ୍ରୀଙ୍କ ପାଇଁ ଏକ ଦୁଃଖଦ ଖବର। ରେଲଓ୍ଵେ ଦିଲ୍ଲୀରୁ ଯାଉଥିବା କେତେକ ଟ୍ରେନ୍‌ ଚଳାଚଳକୁ କିଛି ଦିନ ପାଇଁ ସ୍ଥଗିତ କରିଛି। ଦିଲ୍ଲୀରୁ ଉତ୍ତରାଖଣ୍ଡ ଯାଉଥିବା କେତେକ ଟ୍ରେନ୍‌କୁ…

କରୋନା ପରେ ଏବେ କୁହୁଡ଼ି ରୋକିଲା ଟ୍ରେନ୍‌, ୧ ଫେବ୍ରୁଆରୀ ଯାଏଁ ରଦ୍ଦ ହେଲା ୧୦ରୁ ଅଧିକ ଏକ୍ସପ୍ରେସ୍‌

କରୋନା ପରେ ଏବେ ରେଳ ଚଳାଚଳ ପାଇଁ ବାଧକ ସାଜିଛି କୁହୁଡ଼ି। ପ୍ରବଳ କୁହୁଡ଼ି ଯୋଗୁ ରେଳ ମନ୍ତ୍ରାଳୟ ୧୦ଟି ଏକ୍ସପ୍ରେସ ଟ୍ରେନ୍‌କୁ ଫେବ୍ରୁଆରୀ ୧ ଯାଏଁ ଅସ୍ଥାୟୀ କିମ୍ବା ଆଶିଂକ ଭାବେ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। କୁହୁଡ଼ି ଯୋଗୁ କେତେକ ଟ୍ରେନ୍‌ର ରୁଟ୍‌ରେ ବି କିଛିଟା ପରିବର୍ତ୍ତନ…

ରେଲୱେର ନୂଆ ରେକର୍ଡ, ବିନା ଟିକେଟ୍‌ରେ ଯାତ୍ରା କରୁଥିବା ଯାତ୍ରୀଙ୍କଠୁ ଆଦାୟ କଲା ଦେଢ଼ କୋଟିର ଫାଇନ୍‌

ବିନା ଟିକେଟ୍‌ରେ ଯାତ୍ରା କରୁଥିବା ଯାତ୍ରୀଙ୍କ ଠାରୁ ସେଣ୍ଟ୍ରାଲ ରେଲୱେ ଦେଢ଼ କୋଟି ଟଙ୍କାର ଫାଇନ୍‌ ଆଦାୟ କରିଛି। ରେଳ ବିଭାଗ ତରଫରୁ ୪୩,୫୨୬ ଯାତ୍ରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କରୋନା କାଳରେ ଏତେଟା ଗାଡ଼ିମଟର ଚଳାଚଳ କରୁନଥିବାରୁ ଲୋକମାନେ ବାଧ୍ୟ ହୋଇ…