Browsing Tag

indian railways

ଲକଡାଉନ-୨ ପରେ ଏବେ ଟ୍ରେନ ଟିକେଟ ରିଫଣ୍ଡ ପାଇଁ ଲାଗିବ ସମୟ, ଫେରସ୍ତ ତାରିଖ ଘୋଷଣା କଲା ରେଲୱେ

କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ମୋଦି ସରକାର ଲକଡାଉନର ଅବଧିକୁ ମେ ୩ ଯାଏଁ ବୃଦ୍ଧି କରିଛନ୍ତି। ମେ ୩ ଯାଏଁ କୌଣସି ବସ, ଟ୍ରେନ କିମ୍ବା ବିମାନ ଚଳାଚଳ କରିପାରିବ ନାହିଁ ବୋଲି ସରକାର ଗାଇଡଲାଇନ ଜାରି କରିଛନ୍ତି। ତେବେ ଏଭଳି ସ୍ଥିତିରେ ଟ୍ରେନ ଟିକେଟ ବୁକିଂ କରିଥିବା ଯାତ୍ରୀଙ୍କୁ ସେମାନଙ୍କ…

ରେଲୱେ ପକ୍ଷରୁ ବଡ ନିଷ୍ପତ୍ତି , ଆସନ୍ତା ୩ମେ ପର୍ଯ୍ୟନ୍ତ ସମସ୍ତ ଯାତ୍ରୀ ସେବା ସ୍ଥଗିତ

କରୋନା ସଂକଟରୁ ରକ୍ଷା ପାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଲକଡାଉନକୁ ଆସନ୍ତା ୩ ମେ ପର୍ଯ୍ୟନ୍ତ ବଢ଼ାଇବା ପାଇଁ ଘୋଷଣା କରିଛନ୍ତି। ଏଥିସହ ରେଳୱେ ପକ୍ଷରୁ ମଧ୍ୟ ସେବା ସ୍ଥଗିତ ରଖିବା ପାଇଁ ଘୋଷଣା କରାଯାଇଛି। ରେଳ ବିଭାଗ କହିବାନୁଯାୟୀ ଆସନ୍ତା ୩ମେ ମଧ୍ୟ ରାତ୍ରି ଅର୍ଥାତ…

ଟ୍ରେନ ଚଳାଚଳ ବେଳେ ସାମାଜିକ ଦୂରତ୍ୱ ଲାଗି ତିନିଥାକିଆ ବଗି ମଝି ବର୍ଥକୁ ଫାଙ୍କା ରଖିପାରେ ରେଲୱେ

କରୋନା ଯୋଗୁ ଦେଶରେ ଜାରି ହୋଇଥିବା ଲକଡାଉନ ଉଠିବା ପରେ ଟ୍ରେନ ସେବା ସ୍ୱାଭାବିକ ହେବ ବୋଲି ଆଶା କରାଯାଉଛି। କରୋନା ଭାଇରସ ସଂକ୍ରମିତ ସ୍ଥାନ ବା ହଟସ୍ପଟ ଘୋଷିତ ଅଞ୍ଚଳ ବ୍ୟତୀତ ଅନ୍ୟସ୍ଥାନମାନଙ୍କରେ କେତେକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବାକୁ ଯୋଜନା କରୁଛି ରେଳ ବିଭାଗ। ଏଥିସହ କରୋନା…

ଲକଡାଉନ ପରେ ଏପ୍ରିଲ ୧୫ରୁ ଗଡ଼ିବ ଏହି ୪୫ଟି ଟ୍ରେନ, ରେଲୱେ ଜାରି କଲା ତାଲିକା

କରୋନା ଭାଇରସ ଯୋଗୁ ଏବେ ସାରା ଦେଶକୁ ଲକଡାଉନ କରିଦିଆଯାଇଛି। ଏଣୁ ଭାରତୀୟ ରେଲୱେ ମଧ୍ୟ ନିଜ ସମସ୍ତ ଟ୍ରେନ, ଏକ୍ସପ୍ରେସ ଓ ପାସେଞ୍ଜର ଟ୍ରେନକୁ ରଦ୍ଦ କରିଛି। ଏହି ଟ୍ରେନକୁ ଏପ୍ରିଲ ୧୪ରେ ଲକଡାଉନ ଉଠିଲା ପରେ ପୁନର୍ବାର ଏପ୍ରିଲ ୧୫, ବୁଧବାରରୁ ଆରମ୍ଭ କରିବାକୁ ଯୋଜନା ଚାଲିଛି।…

ଏପ୍ରିଲ ୩୦ ଯାଏଁ ସମସ୍ତ ପ୍ରାଇଭେଟ ଟ୍ରେନ୍ ଚଳାଚଳ ରଦ୍ଦ କଲା ରେଲୱେ, ଯାତ୍ରୀଙ୍କୁ ଫେରସ୍ତ ମିଳିବ ଟିକେଟ ଟଙ୍କା

ଭାରତୀୟ ରେଳବାଇ ଏପ୍ରିଲ ୩୦ ଯାଏଁ ସମସ୍ତ ପ୍ରାଇଭେଟ ଟ୍ରେନ ଚଳାଚଳକୁ ରଦ୍ଦ କରିଛି। IRCTC ଦ୍ୱାରା କରୋନା ସ୍ଥିତିରେ ମଧ୍ୟ ୨ଟି ତେଜସ ଓ ଗୋଟିଏ କାଶୀ ମହାକାଳ ଟ୍ରେନ ଚଲାଯାଉଥିଲା। ଟ୍ରେନ ଚଳାଚଳ ରଦ୍ଦ ହେବା ପରେ ରେଳବାଇ ତରଫରୁ ସ୍ପଷ୍ଟ କରାଯାଇଛି ଯେ ଯେଉଁମାନେ ଟିକେଟ ବୁକ କରିଥିଲେ…

କରୋନା ସହ ଲଢ଼ିବା ପାଇଁ ଭାରତୀୟ ରେଲୱେ ପ୍ରସ୍ତୁତ କଲା ଶସ୍ତା ଭେଣ୍ଟିଲେଟର, ICMR ମଞ୍ଜୁରୀକୁ ଅପେକ୍ଷା

କରୋନା ଭାଇରସ ସଂକ୍ରମଣ ମଝିରେ ଭାରତୀୟ ରେଲୱେ ଏମିତି ଏକ ଶସ୍ତା ଭେଣ୍ଟିଲେଟର ପ୍ରସ୍ତୁତ କରିଛି, ଯାହା ହଜାରେ ଲୋକଙ୍କ ଜୀବନ ରକ୍ଷା କରିବାରେ ସହାୟକ ହୋଇପାରିବ। ଏହି ଶସ୍ତା ଭେଣ୍ଟିଲେଟର 'ଜୀବନ'କୁ କପୁରଥଲା ରେଳ ଡବା କାରଖାନା ବିକାଶିତ କରିଛି ଏବଂ ଆଇସିଏମଆର ଠାରୁ ମଞ୍ଜୁରୀ ମିଳିବା ଯାଏ…

ଲକଡାଉନ ପରେ କେବଳ ଏହି ଯାତ୍ରୀମାନେ କରିପାରିବେ ଟ୍ରେନ ଯାତ୍ରା, ରେଲୱେ ଆଣୁଛି ନୂଆ ନିୟମ

ଲକଡାଉନ ପରର ସ୍ଥିତି କେମିତି ରହିବ, ସରକାର କେଉଁ ନିଷ୍ପତ୍ତି ନେବେ ସେନେଇ ଏପର୍ଯ୍ୟନ୍ତ କିଛି ଜଣାପଡ଼ିନାହିଁ। ତଥାପି ରେଳବିଭାଗ ତରଫରୁ ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏପ୍ରିଲ ୧୪ ପରେ ରେଳ ଚଳାଚଳ କରିବାକୁ ଯୋଜନା କରାଯାଉଛି। ମାତ୍ର ଏବେ ଦେଶରେ କରୋନା ସ୍ଥିତି ଉଦବେଗଜନକ ଥିବାରୁ…

15 ଏପ୍ରିଲରୁ ସେବା ଆରମ୍ଭ କରିବ ଭାରତୀୟ ରେଲୱେ, ସମସ୍ତ କର୍ମଚାରୀଙ୍କୁ ପ୍ରସ୍ତୁତ ରହିବାକୁ କହିଲା

ଭାରତୀୟ ରେଲୱେ 15 ଏପ୍ରିଲରୁ ନିଜ ସେବା ଆରମ୍ଭ କରିବାକୁ ଯାଉଛି। ଏହି ସେବା ଲକ ଡାଉନ ଯୋଗୁ ବର୍ତ୍ତମାନ ବନ୍ଦ ଅଛି । ସୂଚନା ମୁତାବକ, ରେଲୱେ ସମସ୍ତ ସୁରକ୍ଷା କର୍ମୀ, ଷ୍ଟାଫ, ଗାର୍ଡ, ଟିଟିଇ ଏବଂ ଅନ୍ୟ ଅଧିକାରୀମାନଙ୍କୁ 15 ଏପ୍ରିଲରୁ ନିଜ ନିଜ କାର୍ଯ୍ୟସ୍ଥଳକୁ ଫେରିବା ପାଇଁ ପ୍ରସ୍ତୁତ…

ସାବଧାନ! କରୋନା ଭୟରେ ଟ୍ରେନ୍‌ ଟିକେଟ୍‌ କ୍ୟାନ୍‌ସଲ୍‌ କରୁଥିଲେ ଖାଲି ହୋଇପାରେ ଆପଣଙ୍କ ଆକାଉଣ୍ଟ

ଭାରତରେ କରୋନା ଯୋଗୁ ବଢ଼ୁଥିବା ଆତଙ୍କ ଯୋଗୁ ଭାରତୀୟ ରେଳବାଇ ମଧ୍ୟ ସତର୍କ ହୋଇଛି। ଲୋକମାନେ କରୋନା ଭୟରେ ଯାତ୍ରା ଉପରେ ରୋକ ଲଗାଇଛନ୍ତି, ଏଣୁ ପ୍ରତିଦିନ ହଜାର ହଜାର ରେଳ ଟିକେଟ୍‌ କ୍ୟାନ୍‌ସଲ୍‌ କରିଦିଆଯାଉଛି। ଯଦି ଆପଣ ବି କୌଣସି କାରଣରୁ ରେଳ ଟିକେଟ୍‌ କ୍ୟାନ୍‌ସଲ୍‌ କରୁଛନ୍ତି ତେବେ…

କରୋନା ଯୋଗୁ କମିଛି ରେଳଯାତ୍ରୀଙ୍କ ସଂଖ୍ୟା, ଅସ୍ଥାୟୀ ରୂପେ ବାତିଲ ହେଲା ଏକାଧିକ ଟ୍ରେନ୍‌

କରୋନା ଯୋଗୁ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଏବେ ଏହି ଭାଇରସ୍‌ ଭାରତରେ ମଧ୍ୟ ପ୍ରବେଶ କରିସାରିଲା। କେବଳ ସଚେତନ ହେଲେ ହିଁ କରୋନାକୁ ରୋକାଯାଇପାରିବ ବୋଲି ସରକାରଙ୍କ ତରଫରୁ ସତର୍କତା ଜାରି କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ରେଳ ବିଭାଗ ମଧ୍ୟ କେତେକ ସତର୍କତାମୂଳକ…

କରୋନା ପାଇଁ ରେଳ ବିଭାଗର ବଡ଼ ପଦକ୍ଷେପ, ଏସି କୋଚ୍‌ରୁ ହଟିବ ପରଦା, କମ୍ବଳ ଦେବା ବି ବନ୍ଦ

ଦେଶରେ କରୋନା ଭାଇରସ୍‌ର ସଂକ୍ରମଣକୁ ରୋକିବା ପାଇଁ ଭାରତୀୟ ରେଲୱେ ବଡ଼ ପଦକ୍ଷେପ ଗ୍ରହଣ କରିଛି। ପଶ୍ଚିମ ରେଲୱେ ନିଜ ସମସ୍ତ ଟ୍ରେନ୍‌ରେ ଆଉ କମ୍ବଳ ଦେବ ନାହିଁ ବୋଲି ଘୋଷଣା କରିଛି। ୱେଷ୍ଟର୍ଣ୍ଣ ରେଲୱେର ପିଆର୍‌ଓଙ୍କ କହିବାନୁସାରେ ଏସି କୋଚ୍‌ରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଏବେ ଆଉ…

ରେଳ ବିଭାଗରେ ଖାଲି ପଡ଼ିଛି ୨୭୯୨ ଟି ପଦ, ବିନା ପରୀକ୍ଷାରେ ହେବ ଚୟନ; ଆଜି ହିଁ କରନ୍ତୁ ଆବେଦନ

ସରକାରୀ ଚାକିରି ଖୋଜୁଥିବା ଆଶାୟୀ ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ପୂର୍ବତଟ ରେଲେଓ୍ଵରେ ୨୭୯୨ଟି ଏସିଟି ଅପରେଣ୍ଟିସ୍‌ ପଦ ଖାଲି ପଡ଼ିଛି। ଯଦି ଆପଣ ରେଳ ବିଭାଗରେ କାମ କରିବାକୁ ଇଚ୍ଛୁକ ଅଛନ୍ତି ତେବେ ତୁରନ୍ତ କରନ୍ତୁ ଆବେଦନ। ଏହି ପଦ ପାଇଁ ଆବେଦନ ପ୍ରକ୍ରିୟା ୫ ମାର୍ଚ୍ଚ ୨୦୨୦ରୁ ଆରମ୍ଭ…