Browsing Tag

indian railways

ଦଶହରା ପୂର୍ବରୁ ରେଳ କର୍ମଚାରୀଙ୍କୁ ମିଳିବ ୭୮ ଦିନର ବୋନସ୍‌! ଆକାଉଣ୍ଟକୁ ଆସିବ ଏତେ ଟଙ୍କା

ଭାରତୀୟ ରେଲେଓ୍ଵ ନିଜର ଲକ୍ଷାଧିକ କର୍ମଚାରୀଙ୍କୁ ଚଳିତ ବର୍ଷ ୭୮ ଦିନର ଦୀପାବଳି ବୋନସ୍‌ ଦେବାକୁ ଘୋଷଣା କରିଛି। ଦୀପାବଳି ପର୍ବ ପୂର୍ବରୁ ରେଲେଓ୍ଵ କର୍ମଚାରୀମାନଙ୍କ ଆକାଉଣ୍ଟରେ ପାଖାପାଖି ୧୭,୯୫୧ ଟଙ୍କା ବୋନସ୍‌ ରୂପେ କ୍ରେଡିଟ୍‌ ହେବାକୁ ଯାଉଛି, ଯାହାର ଫାଇଦା ୧୧.୨୭ ଲକ୍ଷ ରେଳ…

ଭାରତୀୟ ରେଲୱେର ଶସ୍ତା ତୀର୍ଥ ଯାତ୍ରା ପ୍ୟାକେଜ୍‌! ପୁରୀ ଜଗନ୍ନାଥ ଧାମ ସହ ପୁରୀ, କୋଣାର୍କ, ବାରାଣସୀ, ଗୟା ବୁଲି…

ଦୀପାବଳି ପର୍ବ ପରେ ଯଦି ଆପଣ ଆସନ୍ତା ନଭେମ୍ବର ମାସରେ କେଉଁଠିକୁ ଯାତ୍ରା କରିବାକୁ ମନ ବଳାଇଛନ୍ତି, ତା’ ହେଲେ ଭାରତୀୟ ରେଲେଓ୍ଵ ଆପଣଙ୍କ ପାଇଁ ଏକ ବଢ଼ିଆ ଟୁର୍‌ ପ୍ୟାକେଜ୍‌ ନେଇ ଆସିଛି। ଏହି ଖାସ୍‌ ପ୍ୟାକେଜ୍‌ରେ ଆପଣମାନଙ୍କୁ ସାଉଥ୍‌ ଇଣ୍ଡିଆ ଯାତ୍ରାର ଲାଭ ଉଠାଇବାର ବିଶେଷ ଅବସର ମିଳି…

ଜାଣନ୍ତୁ ଭାରତୀୟ ରେଳ ସହ ଜଡ଼ିତ କିଛି ରୋଚକ ତଥ୍ୟ

ଦୂର ସ୍ଥାନକୁ ଯାତ୍ରା କରିବା ସମୟରେ ଆମେ ସାଧାରଣତଃ ଟ୍ରେନକୁ ଅଧିକ ପସନ୍ଦ କରିଥାଉ । ଏହା ସହ ଟ୍ରେନରେ ଆମକୁ ଅନ୍ୟାନ ସୁବିଧା ବି ମିଳିଥାଏ । କିନ୍ତୁ କେବେ ଆପଣ ଭାବିଛନ୍ତିକି ଏହି ସୁବିଧା କେବେ ଠାରୁ ଓ କାହିଁକି ମିଳିବା ଆରମ୍ଭ ହୋଇଥିଲା ? କିମ୍ବା ପ୍ରତିଦିନ ଟ୍ରେନରେ କେତେ ଜଣ ଯାତ୍ରୀ…

ଟ୍ରେନ ଜିନିଷ ଚୋରି କଲେ ବ୍ୟକ୍ତିଙ୍କୁ ଭୋଗିବାକୁ ପଡ଼ିବ ଜେଲ ଦଣ୍ଡ ସହ ଭରିବାକୁ ପଡ଼ିବ ଜରିମାନା, ଜାଣନ୍ତୁ ଆଇପିସିର ଏହି…

ଭାରତୀୟ ରେଳ ବିଭାଗ ଯାତ୍ରୀ ମାନଙ୍କ ସୁବିଧା ପାଇଁ ଅନେକ ବ୍ୟବସ୍ଥା କରିଥାଏ। ସେ ଖାଇବା ଠାରୁ ଆରମ୍ଭ କରି ଓ୍ଵାଶରୁମ ପର୍ଯ୍ୟନ୍ତ। ଏମିତିକି ଯାତ୍ରୀଙ୍କୁ ଯେପରି ଶୋଇବାରେ କିଛି ସମସ୍ୟା ନହେବ ସେଥିପାଇଁ ମଧ୍ୟ ସେ ସବୁ ଯୋଗାଡ଼ କରିଥାନ୍ତି। ଏଥିପାଇଁ ଭିନ୍ନ ଭିନ୍ନ କୋଚ ପାଇଁ ଭିନ୍ନ ଭିନ୍ନ…

RTI ରେ ବଡ଼ ଖୁଲାସା: ୬୨ କୋଟିର ରେଳ ଯାତ୍ରା କରିଛନ୍ତି ସାଂସଦ ଓ ପୂର୍ବ-ସାଂସଦ, ସବୁ ପଇସା କଟିଛି ଲୋକଙ୍କ ପକେଟ୍‌ରୁ

ବରିଷ୍ଠ ନାଗରିକଙ୍କୁ ମିଳୁଥିବା ସବ୍‌ସିଡିକୁ ନିକଟରେ ବନ୍ଦ କରିଛି ରେଳ ବିଭାଗ। କିନ୍ତୁ ଏବେ ବି ଆମ ଦେଶରେ କୋଟିପତି ସାଂସଦ, ପୂର୍ବତନ ସାଂସଦ ଓ ତାଙ୍କ ସହଯୋଗୀଙ୍କୁ ମିଳୁଥିବା ଛାଡ଼ ଉପରେ କୌଣସି ବାଧା ପ୍ରତିବନ୍ଧକ ଲଗାଯାଇନାହିଁ। ଆରଟିଆଇରେ ମିଳିଥିବା ତଥ୍ୟ ମୁତାବକ, ଗତ ୫ ବର୍ଷ ମଧ୍ୟରେ…

ରେଲେଓ୍ଵର ବଡ ନିଷ୍ପତ୍ତି, ଏବେ ଆଉ ଟ୍ରେନରେ ରହିବେନି ଗାର୍ଡ ! ଜାଣନ୍ତୁ କାହିଁକି

ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର । ଏବେ ଆଉ ଆପଣଙ୍କ ଟ୍ରେନରେ ରହିବେନି ଗାର୍ଡ । ରେଲେଓ୍ଵ ନିଜର କର୍ମଚାରୀଙ୍କର ବର୍ଷ ବର୍ଷ ପୁରୁଣା ଦାବିକୁ ପୂରଣ କରି ରେଲେଓ୍ଵ ଗାର୍ଡ ପଦକୁ ପରିବର୍ତ୍ତନ କରିଛି। ଏବେ ଟ୍ରେନରେ ନିୟୋଜିତ ଥିବା ଗାର୍ଡଙ୍କୁ ଟ୍ରେନ୍‌ ମ୍ୟାନେଜର କୁହାଯିବ। ଏଥିପାଇଁ…

ମାତ୍ର ୨୦ ଟଙ୍କା ପାଇଁ ୨୨ ବର୍ଷ ଲଢ଼ିଲେ ବ୍ୟକ୍ତି, ଏବେ ରେଳବାଇକୁ ଭରିବାକୁ ହେବ ସୁଧ ମୂଳ ସହ ୧୫ ହଜାର ଟଙ୍କା

ମଥୁରା : ଲକ୍ଷ୍ୟ ଦୃଢ଼ ହେଲେ ବିଜୟ ପ୍ରାପ୍ତ ନିଶ୍ଚିତ ହୋଇଥାଏ । ନ୍ୟାୟ ପାଇଁ ଲଢ଼େଇ ଶେଷରେ ବିଜୟ ଆଣିଛି । ସଚ୍ଚୋଟ ବ୍ୟକ୍ତି କେବେ ସ୍ୱାଭିମାନ ସହ ସାଲିସ କରନ୍ତି ନାହିଁ । ଏପରି ଏକ ମାମଲା ନଜରକୁ ଆସିଛି ଉତ୍ତର ପ୍ରଦେଶରେ ମଥୁରାରେ । ଜଣେ ବ୍ୟକ୍ତି ମାତ୍ର ୨୦ ଟଙ୍କା ପାଇଁ ରେଳବାଇ ବିଭାଗ…

ପତାକା ପାଇଁ ମୋଟା ଅଙ୍କର ଟଙ୍କା ଆଦାୟ କରିବ ରେଲୱେ, ପ୍ରତ୍ୟେକ କର୍ମଚାରୀଙ୍କ ଦରମାରୁ କଟିବ ପଇସା

ଏବେ ସାରା ଦେଶରେ ପାଳିତ ହେଉଛି ସ୍ୱାଧୀନତାର ଅମୃତ ମହୋତ୍ସବ। ହର ଘର ତ୍ରିରଙ୍ଗା ଅଭିଯାନରେ ରେଲୱେ କର୍ମଚାରୀଙ୍କୁ ଦିଆଯାଉଥିବା ପତାକାଙ୍କ ଦାମ୍‌ ଆଦାୟ କରାଯିବ। ହର ଘର ତ୍ରିରଙ୍ଗା ଅଭିଯାନ ପାଇଁ ରେଲୱେ କର୍ମଚାରୀଙ୍କୁ ତ୍ରିରଙ୍ଗା ପାଇଁ ଦରମାରୁ ୩୮ ଟଙ୍କା ଦେବାକୁ ହେବ। ଏହାକୁ ସେ ଘରେ…

ଶସ୍ତା ହେବ ଟ୍ରେନ୍‌ ଯାତ୍ରା! ରାଜଧାନୀ, ଶତାବ୍ଦୀ ଓ ଦୁରନ୍ତୋ ଟ୍ରେନ୍‌ରୁ ହଟିପାରେ ଡାଇନାମିକ୍‌ ଭଡ଼ା; ଲୋକସଭାରେ…

ଟ୍ରେନ୍‌ ଯାତ୍ରୀଙ୍କ ପାଇଁ ଖୁସି ଖବର। ସରକାର ଖୁବ୍‌ଶୀଘ୍ର ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ପଦକ୍ଷେପ ଗ୍ରହଣ କରି ପାରନ୍ତି। କରୋନା ପରେ ରେଲେଓ୍ଵ ଅନେକ କିଛି ପରିବର୍ତ୍ତନ କରିଛି। କରୋନା ପୂର୍ବରୁ ଯାତ୍ରୀମାନଙ୍କୁ ମିଳୁଥିବା କେତେକ ରିହାତି ବ୍ୟବସ୍ଥାକୁ ଏ ପର୍ଯ୍ୟନ୍ତ ପୁନରୁଦ୍ଧାର କରାଯାଇ ନ…

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର, ଏବେ ଗୋଟିଏ କାଉଣ୍ଟରରେ କନଫର୍ମ ଟିକେଟ ସହିତ ମିଳିବ କ୍ୟାନସଲ ଓ ରିଫଣ୍ଡ ଅର୍ଥ

ଭାରତୀୟ ରେଳବାଇ ଯାତ୍ରୀଙ୍କ ସୁବିଧା ପାଇଁ ଅନେକ ପ୍ରକାର ଯୋଜନା କରିଥାଏ। କନଫର୍ମ ଟିକେଟ ଠାରୁ ଆରମ୍ଭ କରି ଟିକେଟ କ୍ୟାନସେଲ କରିବା ଏବଂ ରିଫଣ୍ଡ ପାଇଁ ଅନେକ ସୁବିଧା ଦେଇଥାଏ। କୋଭିଡ ପରେ ଟିକେଟ ବୁକିଂ ପ୍ରକ୍ରିୟାକୁ ଆହୁରି ସହଜ କରିଦେଇଛି ଭାରତୀୟ ରେଳବାଇ। ଜେନେରାଲ ଠାରୁ ଆରମ୍ଭ କରି…

ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର : ଏଣିକି ଟିକେଟ୍ କ୍ୟାନ୍ସଲ କଲେ ଲାଗିବନି ଚାର୍ଜ, ରେଲୱେ ଦେଲା ଏମିତି ସୂଚନା…

ଟ୍ରେନରେ ଯିବାଆସିବା କରୁଥିବା ଯାତ୍ରୀମାନଙ୍କ ପାଇଁ ଆସିଛି ଏକ ଖୁସି ଖବର । ଭାରତୀୟ ରେଲୱେ ତରଫରୁ ଏକ ବଡ ପରିବର୍ତ୍ତନ କରାଯାଇଛି । ଏହି ପରିବର୍ତ୍ତନ ଯାତ୍ରୀମାନଙ୍କର ଏକ ବଡ ସମସ୍ୟାର ସମାଧାନ କରିପାରିବ । ଟ୍ରେନ ଟିକେଟକୁ ନେଇ ବାରମ୍ବାର ହେଉଥିବା ଏହି ଅଭିଯୋଗକୁ ଦୂର କରିବା ପାଇଁ…

ବିଜୁଳି ବେଗରେ ଆସୁଥିବା ଟ୍ରେନ୍‌ ସାମ୍ନାକୁ ଆସିଗଲେ ଏହି ମହିଳା, ୧୦ ସେକେଣ୍ଡ ପରର ଅବସ୍ଥା ଦେଖିଲେ ଛାତି ଥରିଯିବ;…

ଟ୍ରେନ୍‌ରେ ଯାତ୍ରା କରିବା ବେଳେ ସବୁବେଳେ ନିରାପଦ ଭାବେ ନିୟମ ମାନି ଯିବାକୁ ପରାମର୍ଶ ଦିଆଯାଏ। ଏଣୁ କୁଆଡ଼େ ଟ୍ରେନ୍‌ରେ ଯିବାକୁ ଥିବା ବେଳେ ଲୋକମାନେ ଟିକେ ପୂର୍ବରୁ ପହଞ୍ଚି ଯାଇଥାନ୍ତି। ଫଳରେ ଶେଷ ମୁହୁର୍ତ୍ତରେ ଆଉ ଦୌଡ଼ିବାକୁ ପଡ଼ିନଥାଏ। ତେବେ ବେଳେ ବେଳେ କିଛି ଲୋକ ଅସାବଧାନତା ଯୋଗୁ…