ଏଥର ରାକ୍ଷୀରେ ଖାଲି ରହିବନି ଯବାନ ଭାଇଙ୍କ ହାତ, ସୀମା ଜଗୁଥିବା ସୈନିକଙ୍କୁ ରାକ୍ଷୀ ପଠାଇଲେ କଲେଜ ଛାତ୍ରୀ
ଆସୁଛି ସ୍ନେହ ବନ୍ଧନର ପର୍ବ ରକ୍ଷାବନ୍ଧନ । ସବୁ ବର୍ଷ ଭଳି ଏଥର ମଧ୍ୟ ଭଉଣୀ ନିଜ ଭାଇ ହାତରେ ରାକ୍ଷୀ ବାନ୍ଧିବ। ଆଉ ଭଉଣୀର ସୁରକ୍ଷା ପାଇଁ ଭାଇ ପ୍ରତିଶୃତି ଦେବ । ତେବେ ଦେଶର ସୁରକ୍ଷା କରୁଥିବା ବୀର ଯବାନ ମାନେ ନିଜ ଘରକୁ ଆସି ଏ ପର୍ବକୁ ପାଳନ କରିବା ସମ୍ଭବ ହୋଇନଥଏ । କାରଣ ସେ ମାଟି…