ଏବେ ସାରା ଦେଶରେ ବ୍ୟବହାର କରାଯିବ ଗୋଟିଏ ସମୟ, ଶୀଘ୍ର ପ୍ରସ୍ତୁତ ହେବ ଆଇନ୍
ଯେପରି ଜର୍ମାନୀରେ ଜର୍ମାନ ସମୟ ବୈଧାନିକ ସମୟ ବା ଷ୍ଟାଣ୍ଡାର୍ଡ ଟାଇମ୍ ଅଟେ ସେହିପରି ଭାରତରେ ମଧ୍ୟ ତାର ବା ଷ୍ଟାଣ୍ଡାର୍ଡ ଟାଇମ୍ର ବ୍ୟବହାର କରାଯିବ । ଦେଶରେ ଭାରତୀୟ ସମୟର ବ୍ୟବହାର ଅନିବାର୍ଯ୍ୟ କରିବା ପାଇଁ ଆଇନ୍ ପ୍ରସ୍ତୁତ କରାଯିବ । ଯାହାପରେ ଦେଶର ନିଜ ଷ୍ଟାଣ୍ଡାର୍ଡ ଟାଇମ୍ ରହିବ…