କରୋନା ପାଇଁ ଫିଲିପାଇନ୍ସିରେ ଫସିଥିବା ଶତାଧିକ ଭାରତୀୟ ଛାତ୍ରଙ୍କ ଆକୁଳ ନିବେଦନ, ଆମକୁ ବଞ୍ଚାଅ
ଓ୍ଵାଶିଂଟନ: କରୋନା ପାଇଁ ଫିଲିପାଇନ୍ସରେ ଫସିଥିବା ଶତାଧିକ ଭାରତୀୟ ଛାତ୍ର ଏବେ ବହୁ ଅସୁବିଧାରେ ଅଛନ୍ତି । କରୋନା ଭାଇରସ୍ ସଂକ୍ରମଣକୁ ରୋକିବା ପାଇଁ ଭାରତ ବିଦେଶ ଫେରିବା ଉପରେ କଟକଣା ଜାରି କରିଛି । ଫଳରେ ଏପରି ଅସୁବିଧା ଉପୁଜିଥିବା ପରିବାର ଲୋକଙ୍କ ସୂତ୍ରରୁ ପ୍ରକାଶ ।
କରୋନା…