ମେଲବର୍ଣ୍ଣରେ ମନମୋହନ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି, ହାତରେ କଳାପଟି ବାନ୍ଧି ମ୍ୟାଚ୍ ଖେଳିଲେ ଭାରତୀୟ ଟିମ୍
ମନମୋହନଙ୍କ ପରଲୋକରେ ଶୋକ ପ୍ରକାଶ କରିଛି ଟିମ ଇଣ୍ଡିଆ । କଳା ରଙ୍ଗର ଆର୍ମ ବ୍ୟାଣ୍ଡ ପିନ୍ଧି ତାଙ୍କୁ ସମ୍ମାନ ଜଣାଇଛନ୍ତି ଟିମ ଇଣ୍ଡିଆ ଖେଳାଳି । ଭାରତ ଓ ଅଷ୍ଠ୍ରେଲିଆ ମଧ୍ୟରେ ଏବେ ବକ୍ସିଂ ଡେ ଟେଷ୍ଟ ଚାଲିଛି । ଆଜି ସକାଳୁ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ ଜଣାଇ ଟିମ ଇଣ୍ଡିଆର…