Browsing Tag

indian team

କ୍ରିକେଟର ସବୁ ଫର୍ମାଟରୁ ସନ୍ନ୍ୟାସ ନେଲେ ଶାହବାଜ ନଦୀମ, ଭାରତ ପାଇଁ ଖେଳିଛନ୍ତି ୨ଟି ଟେଷ୍ଟ ମ୍ୟାଚ୍‌

ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ୫ଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଶେଷ ମ୍ୟାଚ ଆସନ୍ତାକାଲିରୁ ଧର୍ମଶାଳାରେ ଆରମ୍ଭ ହେବ । କିନ୍ତୁ ଏହା ପୂର୍ବରୁ ଭାରତୀୟ ସ୍ପିନର ଶାହବାଜ ନଦୀମ କି୍ରକେଟରୁ ସନ୍ନ୍ୟାସ ନେଇଛନ୍ତି । ନଦୀମ ସମସ୍ତ କ୍ରିକେଟ ଫର୍ମାଟରୁ ଅଲବିଦା ନେଇଛନ୍ତି । ଶାହବାଦ ନଦୀମ…

ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଭାରତୀୟ ଟିମ୍‌ ଘୋଷିତ; ସଞ୍ଜୁ ସାମସନଙ୍କ ଏଣ୍ଟ୍ରି, ଟେଷ୍ଟ ଦଳରୁ ବାହାରିଲେ ଚେତେଶ୍ୱର…

ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଜୁଲାଇ ମାସରେ ଦିନିକିଆ, ଟେଷ୍ଟ ଏବଂ ଟି-୨୦ ସିରିଜ୍ ଆୟୋଜନ ହେବ। ଏଥିପାଇଁ ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଦଳ ଘୋଷଣା କରାଯାଇଛି। ଏଥର ଅନେକ ନୂଆ ନାଁ ଦଳରେ ସାମିଲ ହୋଇଛନ୍ତି। ଭାରତୀୟ ୱିକେଟ୍‌କିପର ସଞ୍ଜୁ ସାମସନଙ୍କୁ ପୁଣିଥରେ ଦିନିକିଆ ଦଳରେ ସୁଯୋଗ…

ଅଣ୍ଡର-୧୯ ମହିଳା ଟିମ୍‌କୁ କୋଟି କୋଟି ଟଙ୍କାର ପୁରସ୍କାର ଦେବ ବିସିସିଆଇ, ଜୟ ଶାହା କଲେ ଘୋଷଣା

ଭାରତୀୟ ମହିଳା ଟିମ୍‌ କ୍ରିକେଟ ଟିମ୍‌ ଆଇସିସି ଅଣ୍ଡର-୧୯ ଟି୨୦ ବିଶ୍ୱକପ ଜିତିନେଇଛି । ଇଂଲଣ୍ଡକୁ ୭ ଓ୍ଵିକେଟ ହରାଇ ଇତିହାସ ରଚିଛି ଭାରତ । ପ୍ରଥମଥର ପାଇଁ ମହିଳା ଟିମ୍‌ ଆଇସିସି ଟ୍ରଫି ଜିତିଛି । ଟିମ୍‌ ଇଣ୍ଡିଆର ଏଭଳି ପ୍ରଦର୍ଶନ ଦେଖି ବିସିସିଆଇ ବହୁତ ଖୁସି ରହିଛି। ଆଉ ଟିମକୁ କୋଟି…

ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-ଟେ୍ଵଣ୍ଟି ସିରିଜ ପାଇଁ ଭାରତୀୟ ଦଳ ଘୋଷଣା

କେନ୍ୟୁଜ୍(ବ୍ୟୁରୋ):  ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-ଟେ୍ଵଣ୍ଟି ସିରିଜ ପାଇଁ ଘୋଷଣା ହେଲା ଭାରତୀୟ ଦଳ । ରୋହିତ ଶର୍ମା ଟିମ୍‌ ଇଣ୍ଡିଆର ନେତୃତ୍ୱ ନେବେ । ପାଞ୍ଚ ଟିକିଆ ସିରିଜ ପାଇଁ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି । ଗତ କିଛି ସିରିଜରେ ବିରାଟଙ୍କ ଖରାପ ଫର୍ମକୁ ନେଇ ଅନେକ ଚର୍ଚ୍ଚା…

ରୋମାଞ୍ଚକର ସ୍ଥିତିରେ ଦ୍ୱିତୀୟ ଟେଷ୍ଟ, ସାଉଥ ଆଫ୍ରିକାକୁ ୨୪୦ ରନର ଟାର୍ଗେଟ ଦେଲା ଟିମ୍‌ ଇଣ୍ଡିଆ

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି। ଭାରତ ପ୍ରଥମ ଇନିଂସରେ ୨୦୨ ରନ୍‌ କରି ଅଲଆଉଟ୍‌ ହୋଇଥିଲା। କିନ୍ତୁ ଭାରତର ଘାତକ ବୋଲିଂକୁ ସାମ୍ନା କରିନପାରି ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୨୨୯ ରନ୍ କରି ଅଲଆଉଟ୍ ହୋଇଥିଲା। ପ୍ରଥମ…

ନ୍ୟୁଜିଲାଣ୍ଡକୁ ଧୂଳି ଚଟାଇଲା ଭାରତ, କୋହଲିଙ୍କ ଲଢୁଆ ଇନିଂସ ବଳରେ ଭାରତର ଦମଦାର ବିଜୟ

ନ୍ୟୁଜିଲାଣ୍ଡ ଭୂମିରେ ନ୍ୟୁଜିଲାଣ୍ଡକୁ ଧୁଳି ଚଟାଇଲା ଭାରତ। ଇଡେନ୍ ପାର୍କରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟି୨୦ରେ ଭାରତ ୬ ଓ୍ୱିକେଟରେ ବିଜୟୀ ହୋଇଛି। କେଏଲ ରାହୁଲ ଓ ଶ୍ରେୟସ ଆୟାରଙ୍କ ଅର୍ଧଶତକ ଏବଂ ବିରାଟ କୋହଲିଙ୍କ ଲଢୁଆ ଇନିଂସ ବଳରେ ଭାରତ ଏହି ମ୍ୟାଚ ବିଜୟୀ…

ପରାଜୟ ପରେ ଇସ୍ତଫା ପର୍ବ ଆରମ୍ଭ, ଟିମ୍ ଇଣ୍ଡିଆର ବଡ଼ ସଦସ୍ୟ ନେଲେ ବିଦାୟ

ବିଶ୍ୱକପରୁ ବିଦା ହୋଇଛି ବିରାଟ ବାହିନୀ ।  ନ୍ୟୁଜିଲାଣ୍ଡ ଠାରୁ ୧୮ ରନରେ ପରାସ୍ତ ହୋଇ ଫାଇନାଲ ଆଶାକୁ ଧୂଳିସାତ କରିଛି ଟିମ୍ ଇଣ୍ଡିଆ । ଲକ୍ଷ୍ୟ ବେଶି ବଡ଼ ନଥିଲା । ହେଲେ ଲଢ଼େଇ କରିଥିଲେ ମଧ୍ୟ ପାଖାପାଖି ଯାଇ ମାତ୍ର ୧୮ ରନ୍‌ରେ ହାରିଗଲା ଭାରତ । ଯାହା ଆଦୌ ଆଶା କରାଯାଉ ନଥିଲା ତାହା କରି…

ଲିଡସ୍ ସଡକ ଉପରେ ଭାରତୀୟ ଟିମ୍ ର ମସ୍ତି, ଫଟୋ ସେୟାର କଲେ ହର୍ଦ୍ଦିକ ପାଣ୍ଡ୍ଯା

ଭାରତୀୟ ଟିମ୍ ଆଇସିସି ୱାଲ୍ଡ କପ୍ ୨୦୧୯ରେ ନିଜର ଆତଙ୍କୀ ଲିଗ୍ ମ୍ୟାଚ୍ ଶନିବାର ଶ୍ରୀଲଙ୍କା ବିପକ୍ଷରେ ହେଡିଂଙ୍ଗଲେ ମଇଦାନରେ ଖେଳିବ । ଏହା ପୂର୍ବରୁ ଗୁରୁବାର ଖେଳାଳିମାନେ ନିଜର ଟ୍ରେନିଙ୍ଗ ଛାଡି ଏହି ସହରରେ ବୁଲିବାର ମଜା ନେଇଥିଲେ । ଇନଷ୍ଟାଗ୍ରାମରେ ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ…

ଭାରତ କ୍ରିକେଟରଙ୍କ ‘ସେନା କ୍ୟାପ୍’ ପରେ ପାକିସ୍ତାନ ଖେଳାଳୀଙ୍କ ‘କଳା ବ୍ୟାଣ୍ଡ’ ଧମକ ..

ପୁଲୱାମା ଆକ୍ରମଣରେ ସହିଦ ପରିବାରଙ୍କୁ ସମ୍ମାନ ଜଣାଇବାକୁ ଯାଇ ସାରା ଦେଶର ନାଗରିକ ଯେପରି ନିଜ ନିଜ ପ୍ରକାରର ପ୍ରୟାସ କରି ଚାଲିଛନ୍ତି । ଏବେ ଏଥିରେ ସାମିଲ ହୋଇଥିଲେ ଭାରତୀୟ କ୍ରିକେଟ ଖେଳାଳିମାନେ । ଦେଶର ବୀର ଜବାନଙ୍କ ବଳିଦାନକୁ ସମ୍ମାନ ଜଣାଇବାକୁ ଯାଇ ରାଞ୍ଚିରେ ଅନୁଷ୍ଠିତ ତୃତୀୟ…