Browsing Tag

Indian Wrestler Protest

ବିଜେପି ସାଂସଦ ବ୍ରିଜଭୂଷଣଙ୍କ ସହଯୋଗୀ ସଞ୍ଜୟ ସିଂ ହେଲେ WFI ର ଅଧ୍ୟକ୍ଷ, ହାରିଲେ ଅନିତା ଶିଓରାନ

ବିଜେପି ସାଂସଦ ବ୍ରଜଭୂଷଣ ସିଂହଙ୍କ ଘନିଷ୍ଠ ସହଯୋଗୀ ସଞ୍ଜୟ ସିଂ ଭାରତୀୟ କୁସ୍ତି ମହାସଂଘ (WFI)ର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ସଞ୍ଜୟ ସିଂ ୨୦୦୮ରେ ବାରଣାସୀ କୁସ୍ତି ସଂଘର ଜିଲ୍ଲା ସଭାପତି ହୋଇଥିଲେ । ୨୦୦୯ ମସିହାରେ ଯେତେବେଳେ ଉତ୍ତର ପ୍ରଦେଶ କୁସ୍ତି ସଂଘ ଗଠନ ହୋଇଥିଲା…

ବ୍ରିଜଭୂଷଣଙ୍କ ମାମଲାରେ ଆକ୍ସନ ମୋଡରେ ଦିଲ୍ଲୀ ପୋଲିସ, ଘରେ ପହଞ୍ଚି ୧୫ ଜଣଙ୍କ ବୟାନ ରେକର୍ଡ କଲା

ଭାରତୀୟ କୁସ୍ତି ସଂଘର ଅଧ୍ୟକ୍ଷ ତଥା ବିଜେପି ସାଂସଦ ବ୍ରିଜଭୂଷଣଙ୍କ ବିରୋଧରେ ‌ଥିବା ଯୌନ ଉତ୍ପୀଡ଼ନ ମାମଲା‌ରେ ଦିଲ୍ଲୀ ପୋଲିସ ଆକ୍ସନ ମୋଡରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।  ଦିଲ୍ଲୀ ପୋଲିସର ଏକ ଟିମ୍‌ ଗତ ରାତିରେ ବ୍ରିଜଭୂଷଣଙ୍କର ଲକ୍ଷ୍ନୌ ଏବଂ ଗୋଣ୍ଡ‌ାସ୍ଥିତ ଘରେ ପହଞ୍ଚି ତାଙ୍କ…

ଚତୁର୍ଥ ଦିନରେ ଜନ୍ତରମନ୍ତରରେ ଜାରି ରହିଛି କୁସ୍ତି ଯୋଦ୍ଧାଙ୍କ ଆନ୍ଦୋଳନ

ନୂଆଦିଲ୍ଳୀ :  ଚତୁର୍ଥ ଦିନରେ ଜନ୍ତରମନ୍ତରରେ ଜାରି ରହିଛି କୁସ୍ତି ଯୋଦ୍ଧାଙ୍କ ଆନ୍ଦୋଳନ। ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ସିଂଙ୍କ ବିରୋଧରେ ଏଫଆଇଆର ରୁଜୁ କରିବା ଦାବିରେ ଆନ୍ଦୋଳନ କରୁଛନ୍ତି କୁସ୍ତି ଯୋଦ୍ଧା । ଆଜି ରାସ୍ତାରେ ସେମାନେ ବ୍ୟାୟାମ ଓ ଅଭ୍ୟାସ କରିଛନ୍ତି ।…