୨୦୨୩ ରେ ୬୫୦୦ କୋଟିପତି ଛାଡି ପାରନ୍ତି ଭାରତ, ଜାଣନ୍ତୁ, କେଉଁ ଦେଶକୁ ହେବ ଲାଭ
ନୂଆଦିଲ୍ଲୀ : ୨୦୨୩ ରେ ପ୍ରାୟ ୬,୫୦୦ ‘ସୁପର ରିଚ’ ବା କୋଟିପତି ବ୍ୟକ୍ତି ଭାରତ ଛାଡ଼ି ପାରନ୍ତି । ୧୦ ଲକ୍ଷ ଡଲାର ବା ୮.୨ କୋଟି ଟଙ୍କା ଥିବା ଏହି କୋଟିପତି ବ୍ୟକ୍ତି ଚୀନ ପରେ ଭାରତରେ ଅଧିକ ଅଛନ୍ତି ବୋଲି ହେନେଲ ଆଣ୍ଡ ପାଟନର୍ସ ରିପୋର୍ଟରୁ ଜଣାପଡିଛି । ଗତବର୍ଷ ଅର୍ଥାତ ୨୦୨୨ ରେ ୭,୫୦୦…