ପାଇଲଟ କ୍ୟାପ୍ଚର କଲେ ଏଲିଏନଙ୍କ ବଳୟ, ଆପଣ ଦେଖିଲେ ବି ହେବେ ଆଶ୍ଚର୍ଯ୍ୟ
ୟୁଏଫଓ ଏସ୍ ମାନେ କଣ ଆପଣ ଜାଣନ୍ତି କି ? ଆପଣ ଏହି ଶବ୍ଦ ହୁଏତ ଅନେକ ଥର ଶୁଣିଥିବେ କାରଣ ଆପଣ ଏଲିଏନଙ୍କୁ ନେଇ ଅନେକ କାହାଣୀ ଓ ଖବର ଶୁଣିଥିବେ। ଯାହାକୁ ନେଇ ଅନେକ ଫିଲ୍ମ ମଧ୍ୟ ହୋଇସାରିଛି । ଆଉ ଏହି ୟୁଏଫଓ ଏସ୍ ହେଉଛି ଏଲିଏନ୍ସଙ୍କ ବଳୟ ।ଏଲିଏନଙ୍କୁ ନେଇ ଗବେଷଣା ମଧ୍ୟ ଜାରି ରହିଛି ।…