Tinder ରେ ସବୁଠାରୁ ଅଧିକ ଟଙ୍କା ଉଡ଼ାଉଛନ୍ତି ଭାରତୀୟ, ଜାଣନ୍ତୁ ଏହି ଡେଟିଂ ଆପ୍ ସମ୍ପର୍କରେ
ଭାରତର ଲୋକମାନେ ନିଯୁକ୍ତି ଆପ୍ ବଦଳରେ ଅଧିକ ଡେଟିଂ ଆପ୍ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। ଏଥିପାଇଁ ଲୋକମାନେ ମୋଟା ଅଙ୍କର ଟଙ୍କା ଖର୍ଚ୍ଚ କରିବାକୁ ମଧ୍ୟ ପଛଘୁଞ୍ଚା ଦେଉନାହାନ୍ତି। ଏକ ରିପୋର୍ଟରୁ ଜଣାପଡ଼ିଛି ଯେ ଭାରତୀୟମାନେ ଡେଟ୍ ଓ ଫ୍ଲର୍ଟ କରିବାକୁ ପର୍ଯ୍ୟାପ୍ତ ଅର୍ଥ ଖର୍ଚ୍ଚ…