କରୋନାକୁ କେବଳ ଜିଣି ପାରିବ ଭାରତ, ଏମିତି କହିଲା ଡବ୍ଲ୍ୟୁଏଚ୍ଓ
ଜେନେଭା : ବିଶ୍ୱର ୨୧୩ ଦେଶରେ କରୋନା ତା’ର କାୟା ବିସ୍ତାର କରିଛି । ଏଥିରେ ଦେଢ଼ କୋଟିରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୬ ଲକ୍ଷରୁ ଅଧିକ ଲୋକଙ୍କ ପ୍ରାଣ ହାନୀ ଘଟିଛି । ତେବେ କରୋନାରେ ଅଧିକ କ୍ଷତିଗ୍ରସ୍ତ ହୋଇଛି ଆମେରିକା । ତା ପଛକୁ ରହିଛି ବ୍ରାଜିଲ୍ । ଏବେ ଭାରତରେ ମଧ୍ୟ କରୋନା…