ଭାରତର ସବୁଠୁ ପୁରୁଣା ପ୍ରଥମ ଶ୍ରେଣୀ କ୍ରିକେଟର ବସନ୍ତ ରାଇଜିଙ୍କ ୧୦୦ ବର୍ଷରେ ଦେହାନ୍ତ, ବିସିସିଆଇ ଜଣାଇଲା…
ଭାରତର ସର୍ବପୁରାତନ ପ୍ରଥମ ଶ୍ରେଣୀୟ କ୍ରିକେଟ୍ ଖେଳାଳି ବସନ୍ତ ରାଇଜିଙ୍କ ୧୦୦ ବର୍ଷରେ ତାଙ୍କ ମୁମ୍ବାଇସ୍ଥିତ ବାସଭବନରେ ଦେହାନ୍ତ ହୋଇଛି। ରାଇଜିଙ୍କର ପତ୍ନୀ ଓ ଦୁଇ ଝିଅ ଅଛନ୍ତି। ବାର୍ଦ୍ଧକ୍ୟ ହେତୁ ରାଇଜିଙ୍କର ମୃତୁ ଘଟିଥିବା କଥା ତାଙ୍କ ଜ୍ବାଇଁ ସୁନିଶ୍ଚିତ କରିଛନ୍ତି।
ପ୍ରାରମ୍ଭରୁ…