ଆଇପିଏଲରେ ଦ୍ରୁତତମ ବୋଲିଂ କରିଥିବାରୁ ଉମରାନ ମଲିକଙ୍କୁ ମିଳିଲା ଉପହାର, ଭାରତୀୟ ଦଳରେ ହେଲେ ସାମିଲ
ଜମ୍ମୁ କାଶ୍ମୀରଙ୍କ ଦ୍ରୁତବୋଲର ଉମରାନ ମଲିକଙ୍କୁ ଟି-୨୦ ବିଶ୍ବକପ୍ ପାଇଁ ଭାରତୀୟ ଦଳରେ ସ୍ଥାନ ମିଳିଛି। ସନ ରାଇଜର୍ସ ହାଇଦ୍ରାବାଦ ପାଇଁ ଖେଳୁଥିବା ଫାଷ୍ଟ ବୋଲର ଉମରାନ୍ ମଲିକଙ୍କୁ UAE ଟିକଟ । ଆଇପିଏଲରେ ଦ୍ରୁତତମ ବୋଲିଂ କରିଥିବାରୁ ମିଳିଲା ଉପହାର । ତାଙ୍କୁ ନେଟ୍ ବୋଲର ଭାବେ ଦଳରେ…