ବିମାନବନ୍ଦରରେ ଆତଙ୍କ, ଇଣ୍ଡିଗୋ ବିମାନ ଟଏଲେଟରୁ ମିଳିଲା ‘ଡେନଜର’ ଲେଖା ହୋଇଥିବା ଟିସୁ
ନୂଆଦିଲ୍ଲୀ : ଇଣ୍ଡିଗୋ ବିମାନର ଟଏଲେଟରେ ‘ଡେନଜର’ଲେଖା ହୋଇଥିବା ଏକ ଟିସୁ ମିଳିଛି । ଏହି ଘଟଣା ମୁମ୍ବାଇର ଏୟାରପୋର୍ଟରେ ଦେଖିବାକୁ ମିଳିଛି । ଇଣ୍ଡିଗୋର ଫ୍ଲାଇଟ୍ ୯୧୧ ଯାତ୍ରା ପାଇଁ ପ୍ରସ୍ତୁତି ହେଉଥିଲାବେଳେ ଏହି ଘଟଣା ସାମ୍ନାକୁ ଆସିଛି । ଫଳରେ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି…