Browsing Tag

Indigo Airlines

ଇଣ୍ଡିଗୋ ଏୟାରଲାଇନ୍ସର ସିଈଓ ଭାବେ ନିଯୁକ୍ତ ହେଲେ ପିଟର ଇଲବର୍ସ, ଅକ୍ଟୋବର ୩୦ରୁ ନେବେ ଦାୟିତ୍ୱ

ଘରୋଇ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଇଣ୍ଡିଗୋ ଏୟାରଲାଇନ୍ସର ସିଈଓ ଭାବେ ନିଯୁକ୍ତ ହେଲେ ପିଟର ଇଲବର୍ସ । ଆଉ ତିନି ମାସ ପରେ ଅର୍ଥାତ ଆସନ୍ତା ଅକ୍ଟୋବର ମାସ ୧ ତାରିଖରୁ ସେ ବିଦ୍ଧିବଦ୍ଧ ଭାବେ ଏହି ପଦବି ର ଦାୟିତ୍ୱ ନେବେ । କହିରଖିବା ଉଚିତ ହେବକି ୨୦୧୪ ମସିହାରୁ ପିଟର କେଏଲଏମ ରୟାଲ…

ଫେୟାରେଓ୍ଵଲ ସ୍ପିଚ ଦେଉଥିବା ସମୟରେ ହୋଇଗଲେ ଇମୋସନାଲ, ଭିଡ଼ିଓ ହେଉଛି ଖୁବ ଭାଇରାଲ

କର୍ମ କ୍ଷେତ୍ରରେ ଦୀର୍ଘ ବର୍ଷ ଧରି କାମ କରିବା ପରେ ସେଠାରୁ ଦିନେ ଛାଡ଼ି ଚାଲିଯିବା ଜଣେ କର୍ମଚାରୀ ପାଇଁ ବହୁତ କଷ୍ଟ ହୋଇଥାଏ। ସେଠାରେ ସେ ନିଜ ଅଫିସ ଦାୟିତ୍ୱ କେବଳ ସମ୍ଭାଳିନଥାଏ ବରଂ ତା ଜୀବନର ଅଧିକାଂଶ ସମୟ ସେଠାରେ ବିତାଇଥାଏ। ଏକ ପରିବାରର ସଦସ୍ୟ ଭଳି ସେ ସେଠାରେ ରହି କାମ କରେ। ଆଉ…

ଫ୍ଲାଇଟ୍‌ରେ ଯିବା ଏତେ ଶସ୍ତା ? ଆପଣ ବି ଭାବିବେ ଛୁଟି କଟାଇବା ପାଇଁ, ଇଣ୍ଡିଗୋ ଦେଉଛି ଅଫର ଜଲଦି କରନ୍ତୁ ବୁକିଂ

ଶସ୍ତାରେ ବିମାନ ଯାତ୍ରା କରିବା ଅଫର୍‌ ଆରମ୍ଭ ହୋଇଯାଇଛି। ଇଣ୍ଡିଗୋ ଚଳିତ ବର୍ଷ ନିଜର ପ୍ରଥମ ଦ ବିଗ୍‌ ଫ୍ଲାଟ ଇଣ୍ଡିଗୋ ସେଲ୍‌ ଆରମ୍ଭ କରିଛି। ଯେଉଁଥିରେ ଏୟାରଲାଇନ୍‌ ଡୋମେଷ୍ଟିକ ଟ୍ରାଭେଲ ପାଇଁ ଫ୍ଲାଇଟ ଟିକେଟର ଦାମ୍‌ ମାତ୍ର ୮୭୭ ଟଙ୍କା ରଖାଯାଇଛତ। ଇଣ୍ଡିଗୋ ୮୭୭ ଟଙ୍କାରେ ଫ୍ଲାଇଟ ଟିକେଟ…

ଖୁସି ଖବର: ଯାତ୍ରୀଙ୍କୁ ଟିକେଟ ପଇସା ରିଫଣ୍ଡ କରୁଛି ଇଣ୍ଡିଗୋ, ୩୧ ଜାନୁଆରୀକୁ ଆକାଉଣ୍ଟରେ ହେବ କ୍ରେଡିଟ୍

କରୋନା ସମୟରେ ଲକଡାଉନ ବେଳେ ଅନେକ ଯାତ୍ରୀ ବିମାନ ଟିକେଟ ବୁକିଂ କରିଥିଲେ। ଏବେ ସେହି ଯାତ୍ରୀଙ୍କୁ ଟିକେଟ୍ ପଇସା ଫେରାଉଛି ଇଣ୍ଡିଗୋ ଏୟାରଲାଇନ୍ । ଇଣ୍ଡିଗୋ ସେହି ବିମାନଯାତ୍ରୀଙ୍କୁ ପଇସା ରିଫଣ୍ଡ କରୁଛି ଯେଉଁମାନେ ଟିକେଟ୍ ବୁକ୍ କରିଥିଲେ କିନ୍ତୁ କରୋନା ସଙ୍କଟ ଯୋଗୁଁ ଫ୍ଲାଇଟ୍ ରଦ୍ଦ…

କଙ୍ଗନାଙ୍କ ପାଇଁ ବଦଳିଲା ବିମାନଯାତ୍ରାର ନିୟମ, ଫଟୋ ଉଠାଇଲେ ଆଉ ଉଡ଼ିବନି ପ୍ଲେନ୍‌

ବିମାନରେ ଫଟୋ ଉଠାଇଲେ ସେହି ମାର୍ଗରେ ୨ ସପ୍ତାହ ଯାଏଁ ବନ୍ଦ ରହିବ ଉଡ଼ାଣ। ଶନିବାର ଏଭଳି ଏକ ବଡ଼ ଘୋଷଣା କରିଛନ୍ତି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶକ(ଡିଜିସିଏ)। ଡିଜିସିଏର ନୂଆ ନିୟମ ଅନୁସାରେ ଯଦି କୌଣସି ବିମାନରେ କାହାକୁ ଫଟୋଗ୍ରାଫି କରୁଥିବା ଦେଖାଯାଏ ତେବେ ସେହି ମାର୍ଗରେ ୨ ସପ୍ତାହ…

କରୋନା ପ୍ରଭାବ : ଆର୍ଥିକ ବର୍ଷ ୨୦୨୦-୨୧ ପାଇଁ ୨୫% ଦରମା କାଟିବ ଇଣ୍ଡିଗୋ

କରୋନା ଭାଇରସ କେବଳ ଲୋକଙ୍କ ଉପରେ ନୁହେଁ ଦେଶର ଆର୍ଥିକ ମେରୁଦଣ୍ଡ ଉପରେ ମଧ୍ୟ ବେଶ୍‌ ପ୍ରଭାବ ପକାଇଛି। ଏଥିପାଇଁ ଏୟାରଲାଇନ୍ସ ସେକ୍ଟର ଉପରେ ବହୁତ ପ୍ରଭାବ ପଡିଛି। ଦେଶର ସର୍ବବୃହତ୍ ଘରୋଇ ବିମାନ ସେବା ପ୍ରଦାନକାରୀ କମ୍ପାନୀ ଇଣ୍ଡିଗୋ ଏୟାର ଲାଇନ୍ସ ଆର୍ଥିକ ବର୍ଷ ୨୦୨୦-୨୧ପାଇଁ ଏହାର…

ମେ ୪ତାରିଖରୁ ଉଡାଣ ସେବା ଆରମ୍ଭ କରିବାକୁ ଯାଉଛି ଇଣ୍ଡିଗୋ ଏୟାରଲାଇନ୍ସ

ନୂଆଦିଲ୍ଲୀ: ମେ ୪ତାରିଖରୁ ଉଡାଣ ସେବା ଆରମ୍ଭ କରିବାକୁ ଯାଉଛି ଇଣ୍ଡିଗୋ। ସରକାରଙ୍କ ପରିବର୍ତ୍ତିତ ଲକ୍ ଡାଉନ୍ ନିଷ୍ପତ୍ତି ପରେ ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ଉଡାଣ ତାରିଖରେ ପରିବର୍ତ୍ତନ କରାଯାଇଛି । ମେ ୩ତାରିଖ ପର୍ଯ୍ଯନ୍ତ ଲକ୍ ଡାଉନ୍ ଅବଧି ବଢିବା ପରେ ଇଣ୍ଡିଗୋ ଏହାର ଠିକ୍ ପର ଦିନ…

ଏବେ ଫ୍ଲାଇଟ୍‌ କ୍ୟାନସଲ କରିବା ପାଇଁ ଦେବାକୁ ପଡ଼ିବନି ଅତିରିକ୍ତ ଚାର୍ଜ, ୩୧ ମାର୍ଚ୍ଚ ପଯ୍ୟର୍ନ୍ତ ଏହି ରିହାତି ଦେଲା…

ବଜେଟ୍‌ ବିମାନ କମ୍ପାନୀ ‘ଇଣ୍ଡିଗୋ’ ୩୧ ମାର୍ଚ୍ଚ ପଯ୍ୟର୍ନ୍ତ ଫ୍ଲାଇଟ୍‌ କ୍ୟାନସଲ ଏବଂ ରିସିଡ୍ୟୁଲ କରିବା ପାଇଁ ନିଜ ଗ୍ରାହକମାନଙ୍କଠାରୁ କୌଣସି ବି ଅତିରିକ୍ତ ଚାର୍ଜ ନେବ ନାହିଁ। କରୋନା ଭାଇରସ୍‌ ବିପଯ୍ୟର୍ୟକୁ ଦୃଷ୍ଟିରେ ରଖି କମ୍ପାନୀ ଏହା ଘୋଷଣା କରିଛି। ବର୍ତ୍ତମାନ ଘରୋଇ ଏବଂ…

ଆଜି ରାତିରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଗୋର ଭୁବନେଶ୍ବର-ବାରଣାସୀ ସିଧାସଳଖ ବିମାନ ସେବା

କମ୍ ମୂଲ୍ୟର ଏୟାରଲାଇନ୍ ଇଣ୍ଡିଗୋ ଆଜି ରାତିରୁ ଭୁବନେଶ୍ବର ଏବଂ ବାରଣାସୀ ମଧ୍ୟରେ ସିଧାସଳଖ ଭାବେ ଉଡାଣ ସେବା ଆରମ୍ଭ କରୁଛି । ତେବେ ଅନେକ ଦିନ ଧରି ଏହି ପ୍ରତ୍ୟକ୍ଷ ସେବା ପାଇଁ ଆବେଦନ କରାଯାଇଥିଲା କାରଣ ଏହା ଦୁଇଟି ମହତ୍ତ୍ଵପୂର୍ଣ୍ଣ ପର୍ଯ୍ୟଟନ ସ୍ଥଳକୁ ଯୋଡିବାରେ ସାହାଯ୍ଯ କରିବ । 72…

ଇଣ୍ଡିଗୋ ଏୟାରଲାଇନ୍ସ ଘୋଷଣା କଲା ୪ ଦିନିଆ ସ୍ପେଶାଲ ‘ଭାଲେଣ୍ଟାଇନ ସେଲ୍‌’, ମାତ୍ର ୯୯୯ ଟଙ୍କାରେ ଯେକୌଣସି ସ୍ଥାନକୁ…

ବଜେଟ ଏୟାରଲାଇନ୍ସ କମ୍ପାନୀ ‘ଇଣ୍ଡିଗୋ’ ୪ ଦିନର ସ୍ପେଶାଲ ‘ଭାଲେଣ୍ଟାଇନ ସେଲ୍‌’ ଘୋଷଣା କରିଛି। ଏହି ସେଲ୍‌ରେ ଟିକେଟ୍‌ର ଦାମ୍‌ ମାତ୍ର ୯୯୯ ଟଙ୍କାରୁ ଆରମ୍ଭ ହେଉଛି। ଏଥିରେ ଦେଶର ଯେକୌଣସି ସ୍ଥାନକୁ ଆପଣ ବିମାନ ଯାତ୍ରା କରିପାରିବେ। ଇଣ୍ଡିଗୋର ମୁଖ୍ୟ ବାଣିଜ୍ୟିକ ଅଧିକାରୀ…