Browsing Tag

indigo flight

ପୁଣି ଇଣ୍ଡିଗୋ ବିମାନକୁ ବୋମା ଧମକ, ବାରାଣାସୀ ବିମାନବନ୍ଦରରେ ଜରୁରୀ ଅବତରଣ

ବାରାଣାସୀ : ପୁଣିଥରେ ବିମାନକୁ ବୋମା ଧମକ । ଇଣ୍ଡିଗୋ ଏୟାରଲାଇନ୍ସର ବିମାନକୁ ବୋମା ଧମକ ମିଳିବା ପରେ ବାରାଣାସୀର ଲାଲ ବାହାଦୂର ଶାସ୍ତ୍ରୀ ଏୟାରପୋର୍ଟରେ ଜରୁରୀ ଅବତରଣ କରିଛି । ବିମାନ ଜରୁରୀ ଅବତରଣ କରିବା ପରେ ବୋମା ନିରୋଧକାରୀ ଟିମ, ଦମକଳ ଗାଡ଼ି ଏବଂ ପୋଲିସ ପହଞ୍ଚି ଯାଞ୍ଚ ଆରମ୍ଭ…

ବେଙ୍ଗାଲୁରୁ ଯାଉଥିବା ଇଣ୍ଡିଗୋ ବିମାନରେ ପକ୍ଷୀମାଡ଼, ବାରାଣସୀରେ କଲା ଜରୁରୀ ଅବତରଣ

ବାରଣାସୀ : ଟଳିଲା ବଡ଼ ଅଘଟଣ । ବର୍ତ୍ତିଲା ବିମାନଯାତ୍ରୀଙ୍କ ଜୀବନ । ବାରାଣସୀର ଲାଲ ବହାଦୂର ଶାସ୍ତ୍ରୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଅଳ୍ପକେ ଟଳିଗଲା ବଡ଼ ବିମାନ ଦୁର୍ଘଟଣା । ଗୋରଖପୁରର ବେଙ୍ଗାଲୁରୁ ଯାଉଥିବା ଇଣ୍ଡିଗୋ ଏୟାରଲାଇନ୍ସର ବିମାନରେ ପକ୍ଷୀ ମାଡ଼ ହେବାରୁ ଜରୁରୀ ଅବତରଣ କରିଛି ।…

ଯାତ୍ରୀମାନଙ୍କ ଖାତାରେ ଇଣ୍ଡିଗୋ ଜମା କଲାଣି କ୍ଷତିପୂରଣ ରାଶି, ପ୍ରତ୍ୟେକ ପାଉଛନ୍ତି ୧୦,୦୦୦ ଟଙ୍କା

ଇଣ୍ଡିଗୋର ପ୍ରତ୍ୟକ ଯାତ୍ରୀ ପାଇବେ କ୍ଷତିପୂରଣ ରାଶି । ଘୋଷଣା କଲା ଇଣ୍ଡିଗୋ ବିମାନ କମ୍ପାନୀ । ଇଣ୍ଡିଗୋ ଏୟାରଲାଇନ୍ସ କିଛି ଯାତ୍ରୀଙ୍କ ପାଇଁ କ୍ଷତିପୂରଣ ଘୋଷଣା କରିଛି। ଏହି କ୍ଷତିପୂରଣ ସେହି ଯାତ୍ରୀମାନଙ୍କୁ ଦିଆଯିବ ଯେଉଁମାନଙ୍କର ବିମାନ ବିଳମ୍ବ ହୋଇଛି କିମ୍ବା ବାତିଲ ହୋଇଛି। ବିମାନ…

ବିମାନ ଯାତ୍ରୀଙ୍କ ପାଇଁ ବଡ ଖବର, ଆଜି ଭୁବନେଶ୍ବରରୁ ୮ଟି ଇଣ୍ଡିଗୋ ବିମାନ ବାତିଲ

ଭୁବନେଶ୍ୱର : ଇଣ୍ଡିଗୋ ବିମାନ ଚଳାଚଳରେ ଅଚଳାବସ୍ଥା ଜାରି । ଆଜି ଭୁବନେଶ୍ବରରୁ ୮ଟି ବିମାନ ବାତିଲ । ଭୁବନେଶ୍ବରରୁ ଗୋଆ, ଦିଲ୍ଲୀ, ମୁମ୍ବାଇ ଓ ହାଇଦ୍ରାବାଦକୁ ବିମାନ ବାତିଲ ହୋଇଛି । କୋଲକାତା, ଡେରାଡୁନ, ଚେନ୍ନାଇ ଓ ବେଙ୍ଗାଲୁରୁକୁ ମଧ୍ୟ ବିମାନ ବାତିଲ । ବିମାନ ବାତିଲ ନେଇ ସୂଚନା…

ସୁଧୁରୁନି ଇଣ୍ଡିଗୋ ସମସ୍ୟା, ଆଜି ବି ୨୦୦ରୁ ଅଧିକ ବିମାନ ବାତିଲ

ନୂଆଦିଲ୍ଲୀ : ଇଣ୍ଡିଗୋର ସମସ୍ୟାର ସମାଧାନ ହୋଇନାହିଁ । ସୋମବାର ଦିନ ବିଭିନ୍ନ ବିମାନବନ୍ଦରରେ ୨୦୦ରୁ ଅଧିକ ଇଣ୍ଡିଗୋ ବିମାନ ବାତିଲ କରାଯାଇଛି । ଏପରି ସଙ୍କଟର ସମ୍ମୁଖୀନ ହୋଇନଥିବା ହେତୁ ସରକାର ଇଣ୍ଡିଗୋକୁ ଏହାର ବିମାନ ଉଡାଣ ସ୍ବାଭାବିକ କରିବାକୁ ଏବଂ ଯାତ୍ରୀମାନଙ୍କ ଅସୁବିଧାର ସମାଧାନ…

ସୁଧୁରୁଛି ଇଣ୍ଡିଗୋ ସ୍ଥିତି : ଡିଜିସିଏ ନିର୍ଦ୍ଦେଶରେ ଯାତ୍ରୀଙ୍କୁ ୬୧୦ କୋଟି ଟଙ୍କା ଫେରାଇଛି ଇଣ୍ଡିଗୋ

ନୂଆଦିଲ୍ଲୀ : ଟ୍ରାକ୍ କୁ ଫେରୁଛି ଇଣ୍ଡିଗୋ । ଗତକାଲିଠାରୁ କିଛିକାଂଶରେ ସୁଧାର ଆସିଛି । ସାମାନ୍ୟ ଟଳିଛି ସଂକଟ । ଇଣ୍ଡିଗୋ କହିଛି, ଗତକାଲି ୧୫ଶହ ଫ୍ଲାଇଟ ଉଡ଼ାଣ ଭରିଥିଲା । ଆଜି ସଂଖ୍ୟା ବଢ଼ିବ । ଆଜି ୧୬୫୦ ଫ୍ଲାଇଟ୍ ଅପରେଟ୍ କରିବାକୁ ଯୋଜନା କରିଛି ଏୟାରଲାଇନ୍ସ । ଗତକାଲି…

ଥମୁନି ଇଣ୍ଡିଗୋ ସଙ୍କଟ, ତଦନ୍ତ ପାଇଁ ନ୍ୟାୟିକ କମିଶନ ଗଠନ କରିବାକୁ ସିପିଏମ୍ ସାଂସଦଙ୍କ ଦାବି

ନୂଆଦିଲ୍ଲୀ : ଥମୁନି ଇଣ୍ଡିଗୋ ସଙ୍କଟ । ଇଣ୍ଡିଗୋର ବ୍ୟାପକ ବିମାନ ବାତିଲ ହେବା ପରେ ବର୍ତ୍ତମାନ ଏହି ମାମଲା ରାନୈତିକ ଏବଂ ପ୍ରଶାସନିକ ସ୍ତରରେ ଗମ୍ଭୀର ହେବାରେ ଲାଗିଛି । ପରିବହନ, ପର୍ଯ୍ୟଟନ ଏବଂ ନାଗରିକ ଉଡ଼ାଣ ସହିତ ଯୋଡି ହୋଇ ରହିଥିବା ସଂସଦୀୟ ସ୍ଥାୟୀ ସମିତି ଇଣ୍ଡିଗୋ, ଅନ୍ୟ…

ଇଣ୍ଡିଗୋ ସିଇଓଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କଲା DGCA, ୨୪ ଘଣ୍ଟାରେ ଉତ୍ତର ରଖିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଇଣ୍ଡିଗୋ ସିଇଓଙ୍କୁ ଡିଜିସିଏର କାରଣ ଦର୍ଶାଅ ନୋଟିସ ।  ଡ୍ୟୁଟିରେ ଖିଲାପ ଥିବା ସୋକଜ୍ ନୋଟିସରେ ଦର୍ଶାଯାଇଛି । କାରଣ ଦର୍ଶାଅ ନୋଟିସ୍ ରେ କୁହାଯାଇଛି, ଯେ ସିଇଓ ପିଟର ଏଲବର୍ସ ବିମାନ ସେବାକୁ ସୁଚାରୁରୂପେ ପରିଚାଳନା କରିବା ଓ ଯାତ୍ରୀଙ୍କ ପାଇଁ ଉପଯୁକ୍ତ ସୁବିଧା ନିଶ୍ଚିତ…

୫୦୦ କି.ମି.କୁ ୭୫୦୦ ଟଙ୍କା ଭଡ଼ା, କାଲି ରାତି ୮ଟା ସୁଦ୍ଧା ଟଙ୍କା ଫେରସ୍ତ କରିବାକୁ ସରକାରଙ୍କ ତାଗିଦ

ନୂଆଦିଲ୍ଲୀ : କାଲି ସୁଦ୍ଧା ଟଙ୍କା ଫେରସ୍ତ ପାଇଁ ଇଣ୍ଡିଗୋକୁ ନିର୍ଦ୍ଦେଶ । ଯାତ୍ରୀମାନଙ୍କର ସମସ୍ତ ବକେୟା ଟଙ୍କା ତୁରନ୍ତ ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ । ଗତକାଲି ଅର୍ଥାତ୍ ଡିସେମ୍ବର ୭ ରାତି ୮ଟା ସୁଦ୍ଧା ଟଙ୍କା ଫେରସ୍ତ ପ୍ରକ୍ରିୟା ଶେଷ…

ଇଣ୍ଡିଗୋ ବିମାନ ବିଭ୍ରାଟ, କ୍ରିକେଟରଙ୍କ ଟ୍ରାଭେଲ ପ୍ଲାନ ପ୍ରଭାବିତ

ଭୁବନେଶ୍ବର: ଇଣ୍ଡିଗୋ ବିମାନ ବିଭ୍ରାଟ ।  କ୍ରିକେଟରଙ୍କ ଟ୍ରାଭେଲ ପ୍ଲାନ ପ୍ରଭାବିତ ।  ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ କିଛି କ୍ରିକେଟରଙ୍କ ଗସ୍ତ ସମୟ ପରିବର୍ତ୍ତନ ହୋଇଥିବା ସୂଚନା ମିଳିଛି  ।  ଇଣ୍ଡିଗୋ ପରିବର୍ତ୍ତେ ସେମାନେ ଏୟାରଇଣ୍ଡିଆ ବିମାନରେ ଭୁବନେଶ୍ବର ଆସିବେ ବୋଲି ଜଣାପଡ଼ିଛି…

ଯାତ୍ରୀଙ୍କୁ କ୍ଷମା ମାଗିଲା ଇଣ୍ଡିଗୋ, ଆଜି କ୍ୟାନସେଲ ହୋଇପାରେ ଆହୁରି ଅଧିକ ବିମାନ !

ନୂଆଦିଲ୍ଲୀ:  ଯାତ୍ରୀଙ୍କୁ କ୍ଷମା ମାଗିଲା ଇଣ୍ଡିଗୋ ।  ଟଳୁନି ଇଣ୍ଡିଗୋ ସଂକଟ ।  ଗତକାଲି ଗୋଟିଏ ଦିନରେ ୫୫୦ ଇଣ୍ଡିଗୋ ଫ୍ଲାଇଟ ବାତିଲ ହୋଇଛି ।  ଏହି ବ୍ୟାଘାତ ପାଇଁ କ୍ଷମା ପ୍ରାର୍ଥନା କରିଛି ଏୟାରଲାଇନ ।  ବିମାନ ସେବା ବ୍ୟାଘାତ ପାଇଁ ଦିଲ୍ଲୀ, ମୁମ୍ବାଇ, ଅହମ୍ମଦାବାଦ ଓ ହାଇଦ୍ରାବାଦ…

ଅହମଦାବାଦରେ ଇଣ୍ଡିଗୋ ବିମାନରୁ ଜରୁରୀ ଅବତରଣ, ମଦିନାରୁ ଫେରୁଥିଲା ହାଇଦ୍ରାବାଦ

ଅହମଦାବାଦ : ମଦିନାରୁ ହାଇଦ୍ରାବାଦ ଯାଉଥିବା ଇଣ୍ଡିଗୋ ବିମାନର ଜରୁରୀ ଅବତରଣ । ବିମାନରେ ବୋମା ଥିବା ନେଇ ଜଣେ ଯାତ୍ରୀ ଦାବି କରିବା ପରେ ବିମାନକୁ ଅହମଦାବାଦ ଏୟାରପୋର୍ଟରେ ଜରୁରୀ ଅବତରଣ କରାଯାଇଥିଲା । ଏହି ଖବର ଶୁଣିବା ପରେ କ୍ରୁ ମେମ୍ବର୍ସ ତୁରନ୍ତ ଖବର ପାଇଲଟ ଏବଂ ସୁରକ୍ଷା…