ପୁଣି ଇଣ୍ଡିଗୋ ବିମାନକୁ ମିଳିଲା ଧମକପୂର୍ଣ୍ଣ ନୋଟ୍, ଅହମ୍ମଦାବାଦ ବିମାନବନ୍ଦରରେ ହେଲା ଏମରଜେନ୍ସି ଲ୍ୟାଣ୍ଡିଂ
ନୂଆଦିଲ୍ଲୀ : ଇଣ୍ଡିଗୋର ଏକ ବିମାନ ଅହମ୍ମଦାବାଦ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଛି । କୁୱେତରୁ ଦିଲ୍ଲୀ ଯାଉଥିବା ଏକ ବିମାନକୁ ବୋମା ଧମକ ମିଳିଥିବା ସୂଚନା ମିଳୁଛି । ଯାହା ପରେ ସେହି ବିମାନରେ ଯାତ୍ରା କରୁଥିବା ୧୮୦ ଜଣ ଯାତ୍ରୀଙ୍କର ଲଗେଜକୁ ଯାଞ୍ଚ କରାଯାଇଛି ।
ସୂଚନାନୁଯାୟୀ,…