Browsing Tag

Indira Ekadashi 2021

ଆଶ୍ବିନ ଇନ୍ଦିରା ଏକାଦଶୀ: ପିତୃ ପକ୍ଷରେ ନିଷ୍ଠା ଏବଂ ନିୟମରେ ପାଳନ କରନ୍ତୁ, ମୋକ୍ଷ ହେବ ପ୍ରାପ୍ତି

ଧାର୍ମିକ ମାନ୍ଯତା ଅନୁଯାୟୀ ଏକାଦଶୀ ବ୍ରତ ସବୁଠାରୁ ମହତ୍ତ୍ବପୂର୍ଣ୍ଣ ହୋଇଥାଏ। ପ୍ରତିମାସର ଦୁଇଟି ପକ୍ଷର ୧୧ ଦିନରେ ଏକାଦଶୀ ବ୍ରତ ପାଳନ କରାଯାଏ। ତେଣୁ ବର୍ଷକୁ ୨୪ଟି ଏକାଦଶୀ ତିଥି ପଡିଥାଏ। ଆଶ୍ବିନ ମାସ କୃଷ ପକ୍ଷ ଏକାଦଶୀ ଦିନ ଇନ୍ଦିରା ଏକାଦଶୀ ନାମରେ ଜଣାଶୁଣା। ଚଳିତ ମାସର ଇନ୍ଦିରା…