Browsing Tag

indore stadium

ଇନଡୋର ଷ୍ଟାଡିୟମରେ ନକଲି ଯବାନ, ଅଟକ ରଖି ପଚରାଉଚରା କରୁଛି ପୋଲିସ

ପୁରୀ (କେନ୍ୟୁଜ): ନକଲି ଯବାନ ଅଟକ । ସ୍ଵାଧୀନତା ଦିବସ ଅବସରରେ ତାଳବଣିଆ ଇନଡୋର ଷ୍ଟାଡିୟମ୍ କୁ ନକଲି ଯବାନ ପୋଷାକ ପିନ୍ଧି ଆସିଥିଲେ । ତାଙ୍କୁ ଚିହ୍ନଟ ପରେ ପୋଲିସ ଅଟକ ରଖିଲା। ଅଟକ ନକଲି ଯବାନ ପୁରୀ କୁମ୍ଭାରପଡା ଅଞ୍ଚଳର ସୁନୀଲ କୁମାର । ଜାତୀୟ ପତାକା ଉତ୍ତୋଳନ ପୂର୍ବରୁ ତାଙ୍କୁ…

ଧର୍ମଶାଳା ନୁହେଁ ଇନ୍ଦୋରରେ ହେବ ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ, ବିସିସିଆଇ ନେଲା ନିଷ୍ପତ୍ତି

ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ତୃତୀୟ ଟେଷ୍ଟ ମ୍ୟାଚ ଧର୍ମଶାଳାରେ ହେବନାହିଁ । ଏଥିପାଇଁ ଭାରତୀୟ କ୍ରିକେଟ ବୋର୍ଡ(ବିସିସଆଇ) ଧର୍ମଶାଳା ଟେଷ୍ଟ ପାଇଁ ବିକଳ୍ପ ସ୍ଥାନ ଖୋଜୁଛି । ବର୍ଡର ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ମ୍ୟାଚ୍‌ ଧର୍ମଶାଳାରେ ହେବାକୁ ପୂର୍ବରୁ ନିର୍ଦ୍ଧାରିତ…

ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଗର୍ଜିଲା ମୟଙ୍କ ଅଗ୍ରଓ୍ଵାଲଙ୍କ ବ୍ୟାଟ୍‌, ଇନ୍ଦୋର ଟେଷ୍ଟରେ କଲେ ଦ୍ୱିଶତକ ହାସଲ

କେନ୍ୟୁଜ୍(ବ୍ୟୁରୋ):   ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଗର୍ଜିଲା ମୟଙ୍କ ଅଗ୍ରଓ୍ଵାଲଙ୍କ ବ୍ୟାଟ୍‌। ଇନ୍ଦୋର ଟେଷ୍ଟରେ ଦ୍ୱିଶତକ ହାସଲ କରିଛନ୍ତି ମୟଙ୍କ। ଆଜି ଦ୍ୱିତୀୟ ଦିନରେ ପ୍ରଥମେ ଶତକ ପୂରଣ କରିଥିଲେ। ଏହାପରେ ଆଗକୁ ବଢ଼ିଥିଲେ ଓ ଖୁବ କମ୍‌ ସମୟ ଭିତରେ ନିଜ ନାଁରେ କରିଛନ୍ତି…

କଟକ: ଇଣ୍ଡୋର ଷ୍ଟାଡିୟମରେ ଉଦଘାଟିତ ହେଲା ୨୫ତମ ଆନ୍ତଃ ଜିଲ୍ଳାସ୍ତରୀୟ ଟେବୁଲ ଟେନିସ ଚମ୍ପିଅନସିପ୍‌

କଟକ(କେନ୍ୟୁଜ୍): ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ୨୫ତମ ଆନ୍ତଃ ଜିଲ୍ଳାସ୍ତରୀୟ ଟେବୁଲ ଟେନିସ ଚମ୍ପିଅନସିପ୍‌ ଉଦଘାଟିତ। ରାଜ୍ୟ ଟେବୁଲ ଟେନିସ ଆସୋସିଏସନ ପକ୍ଷରୁ ଆୟୋଜିତ ଚାମ୍ପିଅନସିପ୍‌ରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାଞ୍ଚଳ ଆର୍‌ଡିସି ଅନିଲ କୁମାର ସାମଲ , ସିଏମ୍‌ସି କମିଶନର…