ବିଦା ହେବେ ଅଯୋଗ୍ୟ, ପ୍ରଭାବହୀନ ପ୍ରଦର୍ଶନକାରୀ କର୍ମଚାରୀଙ୍କୁ ଦିଆଯିବ ଆଗୁଆ ଅବସର
ଭୁବନେଶ୍ବର(କେନ୍ୟୁଜ୍): ପ୍ରଶାସନକୁ ଅଧିକ ପ୍ରଭାବୀ ଓ ସ୍ୱଚ୍ଛ କରିବା ପାଇଁ ରାଜ୍ୟ ସରକାରଙ୍କ ଆଉ ଏକ ବଡ଼ ପଦକ୍ଷେପ। ମୁଖ୍ୟମନ୍ତ୍ରୀଙ୍କ 5-T ଆଧାରରେ ଏଣିକି ଚାକିରିରେ ପ୍ରଭାବହୀନ ପ୍ରଦର୍ଶନ କରୁଥିବା କିମ୍ବା ଯେଉଁମାନଙ୍କର କାର୍ଯ୍ୟ ଦକ୍ଷତା ସନ୍ତୋଷଜନକ ନୁହେଁ, ସେମାନଙ୍କୁ ଆଗୁଆ ଅବସର…