ବାରିପଦା ମେଡିକାଲ କଲେଜରେ ଶିଶୁ ବଦଳ ଅଭିଯୋଗ, ରିପୋର୍ଟ ଦେବାକୁ ଡାକି ଦେଲେ ମୃତ ଶିଶୁ
ବାରିପଦା ପିଆରଏମ୍ ମେଡିକାଲ କଲେଜରେ ଶିଶୁ ବଦଳ ଅଭିଯୋଗ । ରିପୋର୍ଟ ଦେବାକୁ ଡାକି ୧୭ ଦିନର ଶିଶୁ ପୁତ୍ର ବଦଳରେ ମୃତ ଶିଶୁ ଦେଇଥିବା ଅଭିଯୋଗ କରିଛନ୍ତି ଦମ୍ପତ୍ତି । ଗତ ୨୬ ତାରିଖ ଦିନ ବାରିପଦା ପିଆରଏମ ମେଡିକାଲ କଲେଜରେ ଶାମାଖୁଣ୍ଟା ବ୍ଲକର ରାଇବଣୀ ସିଂ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ…