Browsing Tag

infection spread in women body

କରୋନାରୁ ସୁସ୍ଥ ହେବା ପରେ ରୋଗୀଙ୍କ ପୂରା ଶରୀରରେ ଜମା ହେଲା ପୁଜ, ଭାରତରେ ପ୍ରଥମ ମାମଲା

ଏବେ ଯାଏଁ ଆପଣ ଶୁଣିଥିବେ ଯେ କରୋନା ଭାଇରସ୍‌ କେବଳ ବ୍ୟକ୍ତିର ଫୁସ୍‌ଫୁସ୍‌ ଉପରେ ପ୍ରଭାବ ପକାଇଥାଏ। ମାତ୍ର ଏବେ ଏହି ରୋଗରୁ ସୁସ୍ଥ ହୋଇଥିବା ଜଣେ ରୋଗୀଙ୍କ ଶରୀରରେ ଆଶ୍ଚର୍ଯ୍ୟ କରିଦେବା ଭଳି ଲକ୍ଷଣ ସାମ୍ନାକୁ ଆସିଛି। ରିପୋର୍ଟ ମୁତାବକ, ଔରଙ୍ଗାବାଦରେ ଜଣେ ମହିଳାଙ୍କ ଅଣ୍ଟା ବିନ୍ଧା…