ଭାରତୀୟ ବଜାରରେ ଲଞ୍ଚ ହେଲା Infinix Note 30 5G, ରହିଛି ଜବରଦସ୍ତ ଫିଚର
କେନ୍ୟୁଜ୍(ବ୍ୟୁରୋ): ବଜାରରେ ଲଞ୍ଚ ହେଲା Infinix Note 30 5G । ପ୍ରଥମଥର ପାଇଁ କମ୍ପାନୀ ଏହାର Note 30 ସିରିଜକୁ ଭାରତରେ ଲଞ୍ଚ କରିଛି । ଏହି ଫୋନରେ ଜବରଦସ୍ତ ଡିସପ୍ଲେ ଫିଚର ସହ ଭଲ ପ୍ରୋସେସର ରହିଛି । ଏହାସହ ଅଧିକ ଷ୍ଟୋରେଜ କାପାସିଟି ଦେଖିବାକୁ ମିଳିବ । କ୍ୟାମେରାରେ ବି ଏହି…