Browsing Tag

inflation rate

୧୫ ମାସର ରେକର୍ଡ ଭାଙ୍ଗିଲା ଜୁଲାଇ ମାସର ଖୁଚୁରା ମୁଦ୍ରାସ୍ଫୀତି, ଆଗକୁ ଆହୁରି ବଢ଼ିବା ଆଶଙ୍କା

୧୫ ମାସର ରେକର୍ଡ ଭାଙ୍ଗିଲା ଜୁଲାଇ ମାସର ଖୁଚୁରା ମୁଦ୍ରାସ୍ଫୀତି। ଗୋଟିଏ ମାସରେ ପାଖାପାଖି ୩ ପ୍ରତିଶତ ବଢ଼ିଛି ଖୁଚୁରା ମୁଦ୍ରାସ୍ଫୀତି। ଜୁନରେ ଖୁଚୁରା ମୁଦ୍ରାସ୍ଫୀତି ଥିଲା ୪.୮୭ ପ୍ରତିଶତ। ଜୁଲାଇରେ ୭.୪୪ ପ୍ରତିଶତକୁ ବୃଦ୍ଧି ପାଇଛି। ଯାହା ଗତ ୧୫ ମାସ ମଧ୍ୟରେ ସର୍ବାଧିକ। ଖାଦ୍ୟ ପଦାର୍ଥ…

୧୦୦ ଡଲାରରେ ଅଧା ପାଉଁରୁଟି! ଜିମ୍ବାୱେରେ ରେକର୍ଡ ଭାଙ୍ଗିଲା ମୁଦ୍ରାସ୍ଫୀତି; ସରକାରଙ୍କୁ ଜାରି କରାଇବାକୁ ପଡ଼ିଲା ଏତେ…

ଜିମ୍ବାୱେରେ ମୁଦ୍ରାସ୍ଫୀତି ଏତେ ମାତ୍ରାରେ ବଢ଼ି ଯାଇଛି ଯେ ସରକାରଙ୍କୁ ଜିନିଷ କିଣିବା ପାଇଁ ନୂଆ ନୋଟ୍‌ ଜାରି କରାଇବାକୁ ପଡ଼ୁଛି। ସରକାରଙ୍କ ତରଫରୁ ଏକ ନୋଟିସ୍‌ ଜାରି କରି କୁହାଯାଇଛି ଯେ ଜିମ୍ବାୱେ ୧୦୦ ଡଲାର (ପାଖାପାଖି ୭୫୦୦ ଟଙ୍କା)ର ଏକ ନୂଆ ନୋଟ୍‌ ଜାରି କରିବ। ଏହା ଦେଶର ଏ…

ସାଧାରଣ ଜନତାଙ୍କୁ ମିଳିଲା ଆଶ୍ବସ୍ତି ! ୫.୩୦ ପ୍ରତିଶତକୁ ଖସିଲା ଖୁଚୁରା ମୁଦ୍ରାସ୍ଫୀତି ହାର

ଗୋଟେ ପରେ କରୋନା ମହାମାରୀ ଦେଶ ବ୍ୟାପୀ ନିଜ କାୟା ବିସ୍ତାର କରିଥିବା ବେଳେ ଅନ୍ୟପକ୍ଷରେ ଦେଶର ଜନତା ଏବଂ ସରକାରଙ୍କୁ ମୁଦ୍ରାସ୍ଫୀତି ଦୃଷ୍ଟିରୁ କିଛିଟା ଆଶ୍ଵସ୍ତି ମିଳିଛି । ରାଷ୍ଟ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ବା NSO ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଖୁଚୁରା ମୁଦ୍ରାସ୍ଫୀତି ହାର…