Browsing Tag

influenza

ଇନ୍‌ଫ୍ଲୁଏଞ୍ଜା ସଂକ୍ରମଣରୁ ରକ୍ଷା କରିବ ଏସବୁ ଖାଦ୍ୟ, ଆଜିଠୁ ଆରମ୍ଭ କରିଦିଅନ୍ତୁ ସେବନ

ଦେଶରେ କରୋନାର ପ୍ରଭାବ କମିଥିବା ବେଳେ ଏବେ ନୂଆ ଭାଇରସ୍‌ର ପ୍ରଭାବ ବଢିବାରେ ଲାଗିଛି। ଭାରତରେ ଏବେ ଇନ୍‌ଫ୍ଲୁଏଞ୍ଜା ଭାଇରସ୍‌ର ଆତଙ୍କ ବଢି ଚାଲିଛି। ଇନଫ୍ଲୁଏଞ୍ଜା ସଂକ୍ରମଣର ଲକ୍ଷଣ ହେଉଛି ଜ୍ୱର,କାଶ, ମୁଣ୍ଡବିନ୍ଧା,ଶରୀର ଯନ୍ତ୍ରଣା, ଡାଇରିଆ ଇତ୍ୟାଦି। ପାଣିପାଗର କ୍ରମାଗତ ପରିବର୍ତ୍ତନ…