ନାବାଳିକା ଗଣଦୁଷ୍କର୍ମ ମାମଲାରେ ଶୁଣାଣି, ଡିସେମ୍ବର ୨ ତାରିଖରେ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ଓଟିଭି ଏମଡିଙ୍କୁ…
କେନ୍ୟୁଜ ବ୍ୟୁରୋ : ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗରେ ଇନ୍ଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ ଶୁଣାଣି ହୋଇଛି । ପୀଡ଼ିତାଙ୍କ ମା’ଙ୍କ ଅଭିଯୋଗ ଆଧାରରେ ହାଜର ହୋଇଥିଲେ ଓଟିଭି ଏମ୍ଡିଙ୍କ ପ୍ରତିନିଧି ଏବଂ ଓକିଲ । ଅଭିଯୋଗକାରିଣୀଙ୍କ ମା’ ମଧ୍ୟ ହାଜର ହୋଇଥିଲେ ଛନ୍ତି । ଆଜି…