ଏହି ଦେଶରେ ସପ୍ତାହକୁ ୨୯ ଘଣ୍ଟା କାମ କରନ୍ତି ଲୋକ, ମିଳେ ୩ ଦିନର ୱିକ୍ ଅଫ
ଇନଫୋସିସର ଫାଉଣ୍ଡର ନାରାୟଣମୂର୍ତ୍ତୀ ଯୁବ ପିଢିକୁ ୭୦ ଘଣ୍ଟା କାମ କରିବାର ଉପଦେଶ ଦେଇଛନ୍ତି । ଯାହା ପରେ ସୋସିଆଲ ମିଡିଆରେ ୱାର୍କ ଟାଇମକୁ ନେଇ ତର୍କ ବିତର୍କ ଲାଗିରହିଛି । ଲୋକମାନେ ପ୍ରଶ୍ନ କରୁଛନ୍ତି ଯେ ୭ ଦିନରେ ଜଣେ ୭୨ ଘଣ୍ଟା କିପରି କାମ କରିପାରିବ, ଏହାକୁ କରୁଥିବା ବ୍ୟକ୍ତିଙ୍କୁ…