ଆମେରିକାର ଡାଟା ଆନାଲିଟିକ୍ସ କମ୍ପାନୀ Blue Acornକୁ କିଣିବ ଇନ୍ଫୋସିସ, ଖର୍ଚ୍ଚ କରିବ ୯୦୦ କୋଟି
ଖୁବଶୀଘ୍ର infosys ଆମେରିକୀୟ କମ୍ପାନୀ Blue Acorn iCi କୁ କିଣିବାକୁ ଯାଉଛି। ଏନେଇ infosys ଘୋଷଣା କରିଛି। ଏଥିପାଇଁ ୮୫୦ ରୁ ୯୦୦ କୋଟି ଟଙ୍କା ଖର୍ଚ୍ଚ କରିବ ଇନ୍ଫୋସିସ। Blue Acorn iCi ଆମେରିକାରେ ଏଡୋବର ପ୍ଲାଟିନମ୍ ପାର୍ଟନର ଏବଂ ଡିଜିଟାଲ କଷ୍ଟମର ଏକ୍ସପିରିୟନ୍ସ, କମର୍ସ ଓ…