Browsing Tag

injection infection

ବ୍ରହ୍ମପୁର ଏମକେସିଜି ମେଡିକାଲରେ ଇଞ୍ଜେକ୍‌ସନ ନେବା ପରେ ବହୁ ରୋଗୀ ଅସୁସ୍ଥ ଅଭିଯୋଗ

ବ୍ରହ୍ମପୁର(କେନ୍ୟୁଜ୍):  ବ୍ରହ୍ମପୁର ଏମକେସିଜି ମେଡିକାଲରେ ଇଞ୍ଜେକ୍‌ସନର ରିଆକ୍‌ସନ । ଇଞ୍ଜେକ୍‌ସନ ନେବା ପରେ ବହୁ ରୋଗୀ ଅସୁସ୍ଥ ହୋଇଥିଲେ । ଆଜି ସକାଳୁ ମେଡିକାଲର ମେଡିସିନ ୱାର୍ଡର ଏକ ନମ୍ବର ୟୁନିଟରେ ରୋଗୀଙ୍କୁ ତିନି ପ୍ରକାର ଇଞ୍ଜେକ୍ସନ ଦିଆଯାଇଥିଲା । ବାନ୍ତି, ଗ୍ୟାଷ୍ଟ୍ରିକ୍‌ ଓ…