ସମ୍ବଲପୁର ବିଶ୍ୱବିଦ୍ୟାଳୟ ନିକଟରେ କ୍ଷତାକ୍ତ ଅବସ୍ଥାରେ ଯୁବତୀ ଉଦ୍ଧାର, ମୁଣ୍ଡରେ ହୋଇଛି ପଥର ମାଡ
ସମ୍ବଲପୁର : ସମ୍ବଲପୁର ବୁର୍ଲା ବିଶ୍ବବିଦ୍ୟାଳୟ ନିକଟ ପଡିଆରୁ କ୍ଷତାକ୍ତ ଅବସ୍ଥାରେ ଯୁବତୀ ଉଦ୍ଧାର। ଯୁବତୀ ଜଣକ ସମ୍ବଲପୁର ବିଶ୍ବବିଦ୍ୟାଳୟର ଛାତ୍ରୀ । ସେ ପଡିଆକୁ କେମିତି ଆସିଲେ ତାହା ଜଣାପଡିନାହିଁ । ତାଙ୍କ ମୁଣ୍ଡରେ ପଥର ମାଡ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଛାତ୍ରୀଙ୍କୁ…