Browsing Tag

Injured youth rescued

ନରାଜ ବ୍ୟାରେଜ କଡ଼ରୁ କ୍ଷତାକ୍ତ ଅବସ୍ଥାରେ ଯୁବକ ଉଦ୍ଧାର, ସାଙ୍ଗରେ ଥିବା ଯୁବତୀଙ୍କ ମିଳୁନି ପତ୍ତା

ବାରଙ୍ଗ: ବାରଙ୍ଗ ନରାଜ ଛକରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଗତକାଲି ବିଳମ୍ୱିତ ରାତିରେ ଜଣେ ଯୁବକ ରକ୍ତାକ୍ତ ଅବସ୍ଥାରେ ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ବୁଲୁଥିବା ବେଳେ ଉଦ୍ଧାର କଲା ସିଡିଏ ଫେଜ 2 ଥାନା ପୋଲିସ । ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଇଛି…