ଆଜି ଚାଷୀଙ୍କୁ ଉପହାର ଦେବେ ମୁଖ୍ୟମନ୍ତ୍ରୀ, ଖାତାକୁ ଯିବା ୮୦୦ ଟଙ୍କାର ଇନପୁଟ୍ ସବସିଡି ରାଶି
ବରଗଡ଼: ଆଜି ବରଗଡ଼ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସୋହେଲା ଥାନା ଇଚ୍ଛାପାଲି ସଭାସ୍ଥଳରେ ପହଞ୍ଚି ଚାଷୀଙ୍କୁ ଟଙ୍କା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ । ଆଜିଠୁ ଧାନ କ୍ବିଣ୍ଟାଲ ପିଛା ଅଧିକ ୮୦୦ ଟଙ୍କା ପାଇବେ ଚାଷୀ । ୨୩ ଶହ ଉପରେ ମିଳିବ ଅଧିକ ୮୦୦ ଟଙ୍କା ଇନ୍ ପୁଟ…