Browsing Tag

insects

ଦୁନିଆରେ ଏହି ୭ ଜୀବଙ୍କ ଏହି ଜୀବଙ୍କ ଆୟୁ ସବୁଠୁ କମ୍‌, କିଏ ଦିନେ ତ କିଏ ବଞ୍ଚିଥାଏ ଏକ ମାସ

କଥାରେ ଅଛି ଯିଏ ଏହି ପୃଥିବୀ ପୃଷ୍ଠରେ ଜନ୍ମ ନେଇଛି ତାର ମୃତ୍ୟୁ ହେବା ଟା ଥୟ । ଆମେ ସମସ୍ତେ ଜାଣନ୍ତି, ଜନ୍ମ ଏବଂ ମୃତ୍ୟୁ ତାହା ଉପରବାଲା ନିର୍ଦ୍ଧାରଣ କରିଥାଆନ୍ତି । ଅର୍ଥାତ୍‌ ଏସବୁ କିଛି ଭଗବାନଙ୍କ ହାତରେ ରହିଥାଏ । ପ୍ରାଣୀ, ଉଦ୍ଭିଦ, ଜୀବଜନ୍ତୁ ସମସ୍ତଙ୍କୁ ନେଇ ଦୁନିଆରେ ଅନେକ ଜୀବ…

ପିମ୍ପୁଡିଙ୍କ ଦେହ ଖରାପ କାହିଁକି ହୁଏ, କେମିତି ଭଲହୁଅନ୍ତି ସେମାନେ ?

ଆପଣ ପ୍ରାୟଦିନ ଗୋଟିଏ ଜୀବକୁ ଦେଖୁଥିବେ । ସେ ଘର ହେଉ କିମ୍ବା ଅନ୍ୟକୋଉଠି ବି । ଆମେ କହୁଛୁ ପିମ୍ପୁଡି କଥା । ସବୁବେଳେ ଆମେ ଦେଖୁ ହେଲେ କେବେ ସେମାନଙ୍କ ବିଷୟରେ ଭାବିବାକୁ ସମୟ ନଥାଏ । ଯେମିତିକି ସେମାନଙ୍କର ଦେହ ଖରାପ ହୁଏ କି । ସେମାନଙ୍କର ଦେହ ଖରାପ ହେଲେ କେମିତି ଭଲ ହେଉଥିବେ ।…

ଆମେରିକା ରାଷ୍ଟ୍ରପତି ବାଇଡେନଙ୍କୁ ସିକାଡା ପୋକ କଲା ଏମିତି ଆକ୍ରମଣ, ଦେଖି ଚକିତ ହୋଇଗଲେ ସୁରକ୍ଷାକର୍ମୀ, ଭାଇରଲ…

ନିକଟରେ ଖବର ଆସିଥିଲା କି, ଆମେରିକାରେ ୧୭ ବର୍ଷ ପରେ ଏକ ଖାସ ପ୍ରକାରର କୀଟ ମାଟି ତଳୁ ବାହାରୁଛନ୍ତି। କିନ୍ତୁ ଏବେ ଏହି କୀଟ ଏକ ଖାସ କାରଣ ଯୋଗୁ ଚର୍ଚ୍ଚାକୁ ଆସିଛି। ଏହି କୀଟ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରଥମ ବିଦେଶ ଯାତ୍ରାରେ ସମସ୍ୟା ସୃଷ୍ଟି କରିଥିଲା। ଏକ ରିପୋର୍ଟ…

ଏଠାରେ ଝିଣ୍ଟିକାରୁ ପ୍ରସ୍ତୁତ ହୁଏ ବ୍ରେଡ୍‌, ଲୋକେ କରନ୍ତି ପସନ୍ଦ

ବ୍ରେଡ୍‌ ଏବଂ ଅଟାରେ ପ୍ରସ୍ତୁତ ରୁଟି ଏକ ପ୍ରଧାନ ଖାଦ୍ୟ ହୋଇଥାଏ। ଏହାକୁ ସାଧାରଣତଃ ଶେକାଯାଇ ଖିଆଯାଇଥାଏ, ଯାହାକି ଦୁନିଆର ପ୍ରାୟ ଅଧିକାଂଶ ସ୍ଥାନର ପ୍ରମୁଖ ଭୋଜନ ଅଟେ। ଆଉ ଏଥିଯୋଗୁ କୃଷି କ୍ଷେତ୍ରରେ ଏହାର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଥାଏ। କିନ୍ତୁ ଆପଣ ଏହି କଥା ଜାଣିଲେ କେବେ ବି…

ଆନ୍ଧ୍ର ମାଛରେ ପୋକ, କିଣିବା ପୂର୍ବରୁ ଭଲରେ ଦେଖି ଆଣନ୍ତୁ

ବାଲିପାଟଣା : ଆନ୍ଧ୍ର ମାଛରେ ପୋକ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଉପକଣ୍ଠ ବନମାଳିପୁରରେ । ସ୍ଥାନୀୟ ଅଂଚଳର ରାଜେଶ ପାତ୍ର ନାମକ ଜଣେ ବ୍ୟକ୍ତି ବଜାରରୁ ମାଛ ଆଣି ଘରେ କାଟିବା ପରେ ଏଥିରେ ପୋକ ସାଲୁବାଲୁ ହେଉଥିବା ଦେଖିବାକୁ ପାଇଥିଲେ । କିଛି ଅସାଧୁ ବ୍ୟବସାୟୀ ଆନ୍ଧ୍ରରୁ…