Browsing Tag

insemination

ଭାରତରେ ପ୍ରଥମ ଥର ଜନ୍ମ ନେଲା ଟେଷ୍ଟ୍ ଟ୍ୟୁବ୍ ମଇଁଷି ଛୁଆ ଜନ୍ମ

ଭାରତରେ ପ୍ରଥମ ଥର ପାଇଁ କୃତ୍ରିମ ପ୍ରଜନନ (IVF) ଟେକ୍ନୋଲୋଜି ବ୍ୟବହାର କରି ଏକ ଟେଷ୍ଟ୍ ଟ୍ୟୁବ୍ ମଇଁଷି ଛୁଆ ଜନ୍ମ ହୋଇଛି । ଏହି ମଇଁଷିଟି ବନି ପ୍ରଜାତିର । ଏହାସହ ଭାରତରେ ଓପିୟୁ – ଆଇଭିଏଫ୍‌ ଟେକନିକ୍‌ ଆଗାମୀ ସ୍ତରରେ ପହଞ୍ଚିଛି । ପ୍ରଥମ ଟେଷ୍ଟ ଟ୍ୟୁବ୍‌ ଛୁଆ ବନି ପ୍ରଜାତିର ମଇଁଷିର…