ଅନ୍ୟ ମହିଳା ମାନଙ୍କ ପାଇଁ ପ୍ରେରଣାର ଉତ୍ସ ମାନସୀ
ଢେଙ୍କାନାଳ: ଗ୍ରାମାଞ୍ଚଳରେ ଆତ୍ମନିର୍ଭରଶୀଳ ହେବେ ମହିଳା । ସେଥିପାଇଁ ଆରମ୍ଭ ହୋଇଛି ପ୍ରୟାସ । ଯାହାର ସୂତ୍ରଧର ସାଜିଛନ୍ତି ଜଣେ ଉଚ୍ଚ ଶିକ୍ଷିତା ମହିଳା । ଏହି ମହିଳା ସିଲେଇ ଟ୍ରେନର ଜଣଙ୍କ ହେଉଛନ୍ତି ମାନସୀ ଦାସ । ଟେକ୍ସଟାଇଲ ଡିପ୍ଲୋମା ଇଞ୍ଜିନିୟରିଂ କରି ଚାକିରି ବି କରିଥିଲେ । ହେଲେ…