ଗୋଟିଏ ଫୋନରେ କେମିତି ଚଲାଇବେ ଅଧିକ ଇନଷ୍ଟାଗ୍ରାମ ଆକାଉଣ୍ଟ, ଜାଣନ୍ତୁ ପ୍ରୋସେସ୍
ଆଜିକାଲି ସୋସିଆଲ ମିଡିଆ ପ୍ଲାଟଫର୍ମର ବ୍ୟବହାର ବହୁୁତ ଜୋରସୋରରେ ବଢ଼ିଚାଲିଛି। ପ୍ରତ୍ୟେକଦିନ କୋଟି କୋଟି ୟୁଜର୍ସ ସୋସିଆଲ ମିଡିଆରେ ନିଜର ଫଟୋ ସେୟାର କରୁଛନ୍ତି। ଏହାବ୍ୟତୀତ ଅନ୍ୟ ୟୁଜର୍ସଙ୍କ ପୋଷ୍ଟକୁ ଲାଇକ କରିବା ସହିତ କମେଣ୍ଟ ଜରିଆରେ ନିଜର ପ୍ରତିକ୍ରୀୟା ମଧ୍ୟ ଦେଉଛନ୍ତି ଲୋକେ। ତେବେ…