Browsing Tag

instagram feature

ଏବେ ୨୪ ଘଣ୍ଟା ନୁହେଁ, ତାଠାରୁ ଅଧିକ ସମୟ ରଖିପାରିବେ ଇନଷ୍ଟାଗ୍ରାମ ଷ୍ଟୋରୀ

ନିଜର ୟୁଜର୍ସଙ୍କ ଅନୁଭବକୁ ଖାସ୍‌ ବନାଇବା ପାଇଁ ମେଟା ଏହାର ସୋସିଆଲ୍ ମିଡିଆ ଆପ୍ସରେ ଅନେକ ନୂତନ ଫିଚର ଯୋଗ କରୁଛି। କମ୍ପାନୀ ସମୟ ସମୟରେ ଫେସବୁକ୍, ଇନଷ୍ଟାଗ୍ରାମ, ହ୍ୱାଟ୍ସଆପ ସମେତ ସମସ୍ତ ଆପରେ ଅପଡେଟ୍ ଦେଉଛି। ଏହି ସମୟରେ, ଏକ ବହୁତ ଭଲ ଖବର ରହିଛି ବ୍ୟବହାରକାରୀଙ୍କ ପାଇଁ । କମ୍ପାନୀ…

ଇନଷ୍ଟାଗ୍ରାମ ଆଣୁଛି ନୂଆ ଫିଚର, କ୍ରିଏଟର୍ସ ଏଭଳି କରିବେ ଷ୍ଟୋରୀକୁ ସପୋର୍ଟ

ଫଟୋ ସେୟାରିଂ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ଏକ ନୂଆ ଫିଚର ଉପରେ କାମ କରୁଛି । ଏହି ଫିଚର ସାହାଯ୍ୟରେ କଣ୍ଟେଟ କ୍ରିଏଟର୍ସ ନିଜ ଷ୍ଟୋରୀର କମେଣ୍ଟକୁ ହାଇଲାଇଟ କରିପାରିବେ । କମ୍ପାନୀ ଏହି ଫିଚରକୁ ନେଇ ଟେଷ୍ଟିଙ୍ଗ କରୁଛି । ଆଇଜି ଅପଡେଟ୍ସ ଚ୍ୟାନେଲର ଏକ ପୋଷ୍ଟରେ ଇନଷ୍ଟାଗ୍ରାମର…

ଖୁବଶୀଘ୍ର ଇନଷ୍ଟାଗ୍ରାମରେ ମିଳିବ Live Activities ଫିଚର, ଉପଭୋଗ କରିବେ ୟୁଜର୍ସ

ମେଟାର ସୋସିଆଲ ମିଡିଆ ପ୍ଳାଟଫର୍ମ ଇନ୍‌ଷ୍ଟାଗ୍ରାମ ନିଜ ୟୁଜର୍ସମାନଙ୍କ ପାଇଁ ଅନେକ ନୂଆ ଫିଚର ଅପଡେଟ କରି ଆସୁଛି । ନୂଆ ରିପୋର୍ଟ ଅନୁସାରେ ଇନ୍‌ଷ୍ଟାଗ୍ରାମ ନିଜ iOS ଆପ୍‌ ପାଇଁ Live Activities ନାମକ ଏକ ଫିଚର ଟେଷ୍ଟିଙ୍ଗ କରୁଛି । ଏହି ନୂଆ ଫିଚର iPhone ୟୁଜର୍ସଙ୍କୁ…

Twitterରେ ମିଳିଲା ଇନ୍‌ଷ୍ଟାଗ୍ରାମ ଫିଚର, ଟ୍ଵିଟ୍‌ କରି ସୂଚନା ଦେଲେ ଏଲନ୍‌ ମସ୍କ

Twitterରେ ଆସିଲା ନୂଆ ଫିଚର । ଏଲନ୍‌ ମସ୍କ ଟ୍ଵିଟ୍‌ କରି ଏହି ନୂଆ ଫିଚର ବିଷୟରେ ସୂଚନା ଦେଇଛନ୍ତି । ସେ ଟ୍ଵିଟ୍‌ କରି କହିଛନ୍ତି ଯେ, ବର୍ତ୍ତମାନ ୟୁଜର୍ସ ଭିଡିଓକୁ ଡାଉନ ସ୍ୱାଇପ କରି ଲଗାତାର ଭାବେ ଦେଖି ପାରିବେ । ଅର୍ଥାତ ଆପଣ ଇନ୍‌ଷ୍ଟାଗ୍ରାମରେ ଯେପରି ରିଲ୍ସ ସ୍ୱାଇପ କରି…

ଇନଷ୍ଟାଗ୍ରାମ୍ ଆଣିଲା ନୂଆ ଏଡିଟିଙ୍ଗ୍‌ ଟୁଲ,ଏଣିକି ରିଲସ୍ ବନାଇବାରେ ଆସିବ ମଜା

ଭିଡିଓ ଏଡିଟିଙ୍ଗକୁ ନେଇ ଇନଷ୍ଟାଗ୍ରାମ ରିଲ୍ସରେ ଆସିଲା ବଡ ପରିବର୍ତ୍ତନ । ନୂଆ ଅପଡେଟ ପରେ ଆପଣ ଇନଷ୍ଟାଗ୍ରାମ ରିଲ୍ସରେ ଭିଡିଓ କ୍ଲିପ, ଅଡିଓ, ଷ୍ଟିକର ଏବଂ ଟେକ୍ସଟ ଗୋଟିଏ ସ୍କ୍ରିନରେ ଅପଲୋଡ କରିପାରିବେ । ପୂର୍ବରୁ ଏହି ସମସ୍ତ କାମ ଅଲଗା ଅଲଗା କରିବାକୁ ପଡୁଥିଲା କିନ୍ତୁ ଏବେ ଏଡିଟିଙ୍ଗ…

ଇନ୍‌ଷ୍ଟାଗ୍ରାମ୍‌ ୟୁଜର୍ସଙ୍କ ପାଇଁ ଦୁଃଖଦ ଖବର, ଆସନ୍ତା ମାସଠୁ ଏହି ଲୋକପ୍ରିୟ ଫିଚର ବନ୍ଦ କରୁଛି କମ୍ପାନୀ

ଫଟୋ ସେୟାରିଂ ଆପ୍‌ ଇନ୍‌ଷ୍ଟାଗ୍ରାମ୍‌ ଆସନ୍ତା ମାସରୁ ଥ୍ରେଡ୍‌ ଫିଚରକୁ ବନ୍ଦ କରୁଛି। ସ୍ନାପ୍‌ଚାଟ୍‌ ଭଳି ମେସେଜିଂ ଆପ୍‌ ଥ୍ରେଡ୍‌କୁ ଇନ୍‌ଷ୍ଟାଗ୍ରାମ୍‌ ୨୦୧୯ ମସିହାରେ ଲଞ୍ଚ୍‌ କରିଥିଲା। ୟୁଜର୍ସଙ୍କୁ ଏହାର ନୋଟିଫିକେସନ୍‌ ଆସନ୍ତା ସପ୍ତାହରୁ ମିଳିବ। ଏହି ଫିଚରକୁ ବନ୍ଦ କରିବା ସହ…

ଇନ୍‌ଷ୍ଟାଗ୍ରାମ୍‌ ବ୍ୟବହାର କରିବା ପାଇଁ ଏବେ ୟୁଜରଙ୍କୁ ଦେବାକୁ ପଡ଼ିବ ଏହି ସୂଚନା, ନଦେଲେ ଚଲାଇପାରିବେନି ଆପ୍‌

ଇନ୍‌ଷ୍ଟାଗ୍ରାମ୍‌ ବ୍ୟବହାର କରିବାକୁ ହେଲେ ଏବେ ୟୁଜର୍ସଙ୍କୁ ଦେବାକୁ ପଡ଼ିବ ଜନ୍ମ ତାରିଖ। ଯଦି ଆପଣଙ୍କ ପାଖରେ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ ଅଛି, ତେବେ ଏହି ଆପ୍‌ରେ ଆପଣଙ୍କୁ ନିଜ ଜନ୍ମ ତାରିଖ ସେୟାର କରିବାକୁ ପଡ଼ିବ। ନଚେତ୍‌ ଆପଣ ଆଉ ଇନ୍‌ଷ୍ଟାଗ୍ରାମ୍‌ ବ୍ୟବହାର କରିପାରିବେ ନାହିଁ।…