ସୋଏବଙ୍କ ତୃତୀୟ ବିବାହ ପରେ ସାନିଆଙ୍କ ପ୍ରଥମ ଇନଷ୍ଟା ପୋଷ୍ଟ, ଫ୍ୟାନ୍ସ କଲେ ପ୍ରଶଂସା
ସାନିଆଙ୍କୁ ଛାଡପତ୍ର ଦେଇ ତୃତୀୟ ବିବାହ କରିଛନ୍ତି ସୋଏବ ମଲ୍ଲିକ । ଏହାରି ମଧ୍ୟରେ ସାନିଆ ମିର୍ଜା ଇନଷ୍ଟାଗ୍ରାମରେ ପ୍ରଥମ ପୋଷ୍ଟ କରିଛନ୍ତି । ଟେନିସ ଖେଳାଳି ସାନିଆଙ୍କ ପୋଷ୍ଟ ସୋସିଆଲ ମିଡିଆରେ ଭାଇରଲ ହେଉଛି । ସାନିଆଙ୍କ ଫଟୋ ପୋଷ୍ଟ କରିଛନ୍ତି ।
ଏହି ଫଟୋରେ ସାନିଆ ମିର୍ଜା ଗ୍ରେ…