Browsing Tag

instagram

ଫେସ୍‌ବୁକ୍‌ ମେସେଞ୍ଜର, ହ୍ଵାଟ୍ସଆପ୍‌ ଓ ଇନ୍‌ଷ୍ଟାଗ୍ରାମ୍‌ ୟୁଜର ପରସ୍ପର ସହ କରିପାରିବେ ଚାଟ୍‌

ଖୁବ୍‌ଶୀଘ୍ର ଫେସ୍‌ବୁକ ମେସେଞ୍ଜର, ହ୍ଵାଟ୍ସଆପ୍‌ ଓ ଇନ୍‌ଷ୍ଟାଗ୍ରାମ୍‌ ୟୁଜର ପରସ୍ପର ସହ କଥାବାର୍ତ୍ତା କରିପାରିବେ। ଏନେଇ ଫେସ୍‌ବୁକ୍‌ ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଫେସ୍‌ବୁକ୍‌ ନିଜ ହ୍ଵାଟ୍ସଆପ୍‌, ମେସେଞ୍ଜର ଓ ଇନ୍‌ଷ୍ଟାଗ୍ରାମ୍‌ ମଧ୍ୟରେ ଏକ ଯୋଗାଯୋଗ ଆରମ୍ଭ କରିବାକୁ ଯାଉଛି।…

ସେନାବାହିନୀର ସମସ୍ତ ଯବାନଙ୍କୁ ଫେସ୍‌ବୁକ୍‌ ଓ ଇନ୍‌ଷ୍ଟାଗ୍ରାମ୍‌ ସମେତ ୮୯ଟି ଆପ୍‌ ଡିଲିଟ୍‌ କରିବାକୁ କଡ଼ା ନିର୍ଦ୍ଦେଶ

ଭାରତୀୟ ସେନାବାହିନୀରେ କାର୍ଯ୍ୟରତ ସମସ୍ତ ଯବାନ ଓ ଅଧିକାରୀଙ୍କୁ ୮୯ଟି ଆପ୍‌ ଡିଲିଟ୍‌ କରିବାକୁ ବିଭାଗ ତରଫରୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଏହି ଆପ୍‌ଗୁଡ଼ିକ ମଧ୍ୟରେ ଫେସ୍‌ବୁକ୍‌ ଓ ଇନ୍‌ଷ୍ଟାଗ୍ରାମ୍‌ ଭଳି ସୋସିଆଲ ମିଡିଆ ଆପ୍‌ ରହିଛି। ଜୁଲାଇ ୧୫ ସୁଦ୍ଧା ସମସ୍ତ ସେନାବାହିନୀର ସଦସ୍ୟ…

ଇନଷ୍ଟାଗ୍ରାମର ଗୋଟିଏ ପୋଷ୍ଟରୁ କୋଟି କୋଟି ଟଙ୍କା କମାନ୍ତି ପ୍ରିୟଙ୍କା, ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ଯ

ପ୍ରତ୍ଯେକ ବର୍ଷ ପରି ଚଳିତ ବର୍ଷ ମଧ୍ଯ ଇନଷ୍ଟାଗ୍ରାମରେ ସବୁଠାରୁ ଅଧିକ ଆୟ କରୁଥିବା ଷ୍ଟାରମାନଙ୍କ ଲିଷ୍ଟ ଜାରି ହୋଇଛି। ଗତ ୨୦୧୯ରେ ଇନଷ୍ଟାଗ୍ରାମରେ ସବୁଠାରୁ ଅଧିକ ଆୟ କରୁଥିବା ସେଲିବ୍ରିଟିଙ୍କ ମଦ୍ଯରେ ଦୁଇ ଜଣ ଭାରତୀୟ ଷ୍ଟାର ସାମିଲ ହୋଇଛନ୍ତି। ଆଜ୍ଞା ହଁ ପ୍ରିୟଙ୍କା ଚୋପ୍ରା ଏବଂ…

ଇନଷ୍ଟାଗ୍ରାମରେ ଗିବେରିଶ୍ ଚ୍ୟାଲେଞ୍ଜର ଫ୍ୟାନ ହେଲେ ସ୍ମୃତି ଇରାନୀ, ଦେଖନ୍ତୁ କିପରି ରହିଛି ତାଙ୍କର ପ୍ରଦର୍ଶନ

କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲକଡାଉନ ଚାଲିଛି । ଏଭଳି ପରିସ୍ଥିତିରେ ଲୋକମାନେ ଘରେ ରହିବାକୁ ବାଧ୍ୟ ହେଉଛନ୍ତି । ତେଣୁ ଲୋକମାନେ ସୋସିଆଲ ମିଡିଆରେ ବହୁତ ସମୟ ଅତିବାହିତ କରୁଛନ୍ତି । ଆଜିକାଲି ଲୋକମାନେ ଇନଷ୍ଟାଗ୍ରାମରେ ଗିବେରିଶ୍ (Guess The Gibberish) ଚ୍ୟାଲେଞ୍ଜ…

ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ହେଉଥିଲା ଗ୍ୟାଙ୍ଗ ରେପ ପ୍ଲାନିଂଗ, ଗୃପ ଚାଟ ଭାଇରାଲ ହେବା ପରେ ପୋଲିସ ହାତରେ ଧରା ହେଲେ…

ନୂଆଦିଲ୍ଲୀ: କିଛି ଦିନ ହେବ ସୋସିଆଲ ମିଡ଼ିଆରେ ଏକ ଇନ୍‌ଷ୍ଟାଗ୍ରାମ୍‌ ଚାଟ ଖୁବ ଭାଇରଲ ହେବାରେ ଲାଗିଛି । ଏହି ଚାଟ ଟିକୁ ଯଦି ଭଲ ଭାବେ ପଢିବେ ତେବେ ଜାଣି ପାରିବେ ଯେ, କେମିତି କିଛି ସ୍କୁଲ ଛାତ୍ର ଏକ ଜଘନ୍ୟ ଗ୍ୟାଙ୍ଗ ରେପ ଯୋଜନା ନିଜ ନିଜ ଭିତରେ କରୁଛନ୍ତି । ଟ୍ୱିଟରରେ ବି ଏହି…

ସୋନମ କପୁର ସେୟାର କଲେ କେକ୍ ବନାଉଥିବା ଫଟୋ ତ କମେଣ୍ଟରେ ଶାଶୁ ମା ପଚାରିଦେଲେ ଏପରି ପ୍ରଶ୍ନ..

ଲଣ୍ଡନରୁ ଫେରିବା ପରେ କରୋନା ସଂକ୍ରମଣ କାରଣରୁ ସୋନମ କପୁର ଏବେ ନିଜକୁ ଆଇସୋଲେଟ୍ କରି ରଖିଛନ୍ତି । ତେବେ ବର୍ତ୍ତମାନ ସେ ନିଜର ଶାଶୁ ଘରେ ରହୁଛନ୍ତି । ଆଜିକାଲି ସେ ସୋସିଆଲ ମିଡ଼ିଆରେ ମଧ୍ଯ ଅଧିକାଂଶ ସମୟ ଆକ୍ଟିଭ ରହୁଛନ୍ତି । ନିକଟରେ ସେ ଇନଷ୍ଟାଗ୍ରାମରେ ଏକ କେକ୍ ବନାଉଥିବା ଫଟୋ ପୋଷ୍ଟ…

ଏବେ ୟୁଜରଙ୍କୁ କରୋନା ପାଇଁ ସଚେତନ କରିବ ଇନଷ୍ଟାଗ୍ରାମ, ଲଞ୍ଚ କଲା ନୂଆ ଫିଚର

ପ୍ରସିଦ୍ଧ ସୋସିଆଲ ମିଡ଼ିଆ କମ୍ପାନୀ ଇନଷ୍ଟାଗ୍ରାମ ଫିଡ଼ ସେବା (Instagram Feed) ଲଞ୍ଚ କରିଛି । ଯାହାଦ୍ୱାରା ୟୁଜର୍ସ ମାନେ ଏବେ ଇନଷ୍ଟାଗ୍ରାମରେ ମଧ୍ୟ କରୋନା ବିଷୟରେ ସୂଚନା ପାଇପାରିବେ । ସୂଚନା ଅନୁଯାୟୀ କମ୍ପାନୀ ଏହି ଫିଚରର ଘୋଷଣା ବହୁ ପୂର୍ବରୁ କରିସାରିଥିଲା । ଯଦିଓ ଏହି ଫିଚର…

ଏବେ ଫେସବୁକ କିମ୍ବା ଇନଷ୍ଟାଗ୍ରାମରେ ଆସିବନି ଫେସମାସ୍କର ବିଜ୍ଞାପନ, ବ୍ୟାନ କଲା ସୋସିଆଲ ମିଡ଼ିଆ

ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଫେସବୁକ ଓ ଇନଷ୍ଟାଗ୍ରାମ ନିଜର ପ୍ଲାଟଫର୍ମରେ ମେଡିକାଲ ଫେସ ମାସ୍କ ବିକ୍ରି କରୁଥିବା ବିଜ୍ଞାପନ ଉପରେ ପ୍ରତିବନ୍ଧ ଲଗାଇଛନ୍ତି । ଯାହାଦ୍ୱାରା ଲୋକମାନଙ୍କଠାରୁ କରୋନା ଭାଇରସ ଏମର୍ଜେନ୍ସି ଭୟର ଫାଇଦା ଉଠାଯାଇ ପାରିବନାହିଁ । ବିଜ୍ଞାପନ ବା ବାଣିଜ୍ୟିକ ଉତ୍ପାଦ…

ଦୁଇଟି ଫେସ୍‌ ଥିବା ଏହି ବିଲେଇ ଏବେ ସୋସିଆଲ ମିଡିଆ ଷ୍ଟାର୍‌! ଫଲୋ କରୁଛନ୍ତି ଲକ୍ଷ ଲକ୍ଷ ଲୋକ

କେବେ ଆପଣ ଏମିତି ବିଲେଇକୁ ଦେଖିଛନ୍ତି କି, ଯାହାର ଦୁଇଟି ଫେସ୍‌ ରହିଛି? ଯଦି ନାଁ, ତା’ହେଲେ ଆଜି ଆମେ ଆପଣଙ୍କୁ ଦୁଇଟି ଚେହେରା ଥିବା ଏକ ବିଲେଇ ବିଷୟରେ କହିବାକୁ ଯାଉଛୁ। ବିଲେଇର ନାଁ ‘Quimera’। View this post on Instagram…

ଯୁବା ବେଳର ଫଟୋ ଛାଡ଼ି ଲୋକଙ୍କ ମନ କିଣିନେଲେ ୮୨ ବର୍ଷୀୟ ରତନ ଟାଟା, ଆପଣ ବି ଦେଖିଲେ ହୋଇଯିବେ ଫିଦା

ଟାଟା ଗ୍ରୁପ୍‌ର ଚେୟାରମ୍ୟାନ୍‌ ରତନ ଟାଟା ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି ନିଜ ଯୁବା ବେଳର ଏକ ଫଟୋ। ପାଖାପାଖି ୩ ମାସ ହେବ ରତନ ଇନ୍‌ଷ୍ଟାଗ୍ରାମରେ ଯୋଡ଼ି ହୋଇଛନ୍ତି। ଏଠାରେ ତାଙ୍କୁ ୮ ଲକ୍ଷରୁ ଅଧିକ ଲୋକ ଫଲୋ କରୁଛନ୍ତି। ଏହି ଫଟୋ ତାଙ୍କର ୧୫ତମ ପୋଷ୍ଟ ଥିଲା, ଯାହାକି ଲୋକଙ୍କ ହୃଦୟ…

ଇନଷ୍ଟାଗ୍ରାମ ଆଣିଲା ଲାଟେଷ୍ଟ ଫିଚର, ଟିକଟକ ଭଳି ମିଳିବ ସୁବିଧା ଜାଣନ୍ତୁ କିପରି କରିବେ ବ୍ୟବହାର

ଇନଷ୍ଟାଗ୍ରାମ ନିଜର ୟୁଜର୍ସ ମାନଙ୍କ ପାଇଁ ଏକ ନୂଆ ଅପଡେଟ ଜାରି କରିଛି । ଯେଉଁଥିରେ ଅନେକ ପ୍ରକାରର ଖାସ ଫିଚର୍ସର ସପୋର୍ଟ ମିଳିବ । ଇନଷ୍ଟାଗ୍ରାମର ବୁମେରାଙ୍ଗ ଫିଚରରେ ଶ୍ଲୋ ମୋସନ, ଇକୋ ଏବଂ ଡ଼ୁଓ ଇଫେକ୍ଟ ଯୋଡି ହୋଇଯାଇଛି । ଏହା ବ୍ୟତୀତ ଏହି ଫିଚରରେ ଭିଡିଓ ଏଡିଟିଂର ଅନେକ ଅପ୍ସନ ମଧ୍ୟ…

ଇନଷ୍ଟାଗ୍ରାମ ଆଣିଲା ନୂଆ ଫିଚର, ଏବେ ଆଉ ଖର୍ଚ୍ଚ ହେବନାହିଁ ଆପଣଙ୍କ ମୋବାଇଲ ଡାଟା

ନୂଆବର୍ଷରେ ଇନଷ୍ଟାଗ୍ରାମରେ ଆଉଏକ ନୂଆ ଫିଚର ଯୋଡି ହୋଇଯାଇଛି । 'opt-in' ନାମକ ଏହି ଫିଚର ଦ୍ୱାରା ୟୁଜରମାନେ ବର୍ତ୍ତମାନ ବହୁତ କମ ଇଣ୍ଟରନେଟରେ ଇନଷ୍ଟାଗ୍ରାମ ଚଳାଇ ପାରିବେ । ଫେସବୁକ ଅଧୀନତ୍ୱ ଇନଷ୍ଟାଗ୍ରାମ ନିଜର ଏକ ବୟାନରେ କହିଛି ଯେ ମୋବାଇଲ ଇଣ୍ଟରନେଟର ସୀମିତ ଡାଟା ପ୍ଲାନ ଓ ଏହାର…