ଭାରତରେ କିପରି ପାଇବେ ଫେସବୁକ ଏବଂ ଇନ୍ଷ୍ଟାଗ୍ରାମ ଭେରିଫାଏଡ ବ୍ଲୁ ବେଜ୍
ସୋସିଆଲ ମିଡିଆରେ ଫେସବୁକ ଏବଂ ଇନ୍ଷ୍ଟାଗ୍ରାମ ହେଉଛି ଅଧିକ ଲୋକପ୍ରିୟ ପ୍ଲାଟଫର୍ମ । ବର୍ତ୍ତମାନ ସମୟରେ ପିଲା ଠୁ ବୟସ୍କ ବ୍ୟକ୍ତି ପର୍ଯ୍ୟନ୍ତ ସମସ୍ତଙ୍କର ଫେସବୁକ ଏବଂ ଇନ୍ଷ୍ଟାଗ୍ରାମରେ ଆକାଉଣ୍ଟ ରହିଛି । କିନ୍ତୁ କିଛି ଜଣଙ୍କ ନିକଟରେ ହିଁ ବ୍ଲୁ ବେଜ୍ ଥିବା ଦେଖାଯାଏ । ଏହି ବ୍ଲୁ…