Browsing Tag

instagram

ସୋଏବ ମଲିକ ଇନ୍‌ଷ୍ଟାଗ୍ରାମ ବାୟୋରୁ ହଟାଇଲେ ସାନିଆ ମିର୍ଜାଙ୍କ ନାମ, ଛାଡ଼ପତ୍ର ଖବରକୁ ନେଇ ପୁଣି ଚର୍ଚ୍ଚା ଜୋର୍‌

ଟେନିସ୍‌ ଷ୍ଟାର୍‌ ସାନିଆ ମିର୍ଜା ଓ ପୂର୍ବତନ ପାକିସ୍ତାନୀ କ୍ରିକେଟର ସୋଏବ ମଲିକଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା। ଯଦିଓ ପୂର୍ବରୁ ଦୁହିଁଙ୍କ ଛାଡ଼ପତ୍ରକୁ ନେଇ ଅନେକ ଥର ଚର୍ଚ୍ଚା ହୋଇ ସାରିଛି, ହେଲେ ଏଥର ଯେଉଁ ଖବର ସାମ୍ନାକୁ ଆସିଛି, ସେଥିରୁ ଦୁହେଁ ଅଲଗା ହୋଇ ସାରିଥିବା ଅନୁମାନ କରାଯାଉଛି।…

ଚାଟ ଜିପିଟିକୁ ପଛରେ ପକାଇଲା ଥ୍ରେଡ୍ସ, ଜାଣନ୍ତୁ ଡାଉନଲୋଡ କଲେ କେତେ ୟୁଜର୍ସ

ଗତ ଗିଛି ଦିନ ତଳେ ଲଞ୍ଚ ହୋଇଥିଲା ଥ୍ରେଡ୍ସ ଆପ୍‌ । ଏହି ଆପ୍‌ ମାତ୍ର ଅଳ୍ପ ଦିନ ମଧ୍ୟରେ ୟୁଜର୍ସଙ୍କ ମଧ୍ୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି । ଏବଂ ଧିରେ ଧିରେ ଏହି ଆପ୍‌ର ଚାହିଦା ବଢି ଚାଲିଛି । ମେଟାର ଟ୍ୱିଟର ପ୍ରତିଦ୍ୱନ୍ଦୀ ଥ୍ରେଡ୍ସ ଲଞ୍ଚ ହେବାର ମାତ୍ର ୫ ଦିନ ମଧ୍ୟରେ ୧୦୦…

ଖୁବଶୀଘ୍ର ଇନଷ୍ଟାଗ୍ରାମରେ ମିଳିବ Live Activities ଫିଚର, ଉପଭୋଗ କରିବେ ୟୁଜର୍ସ

ମେଟାର ସୋସିଆଲ ମିଡିଆ ପ୍ଳାଟଫର୍ମ ଇନ୍‌ଷ୍ଟାଗ୍ରାମ ନିଜ ୟୁଜର୍ସମାନଙ୍କ ପାଇଁ ଅନେକ ନୂଆ ଫିଚର ଅପଡେଟ କରି ଆସୁଛି । ନୂଆ ରିପୋର୍ଟ ଅନୁସାରେ ଇନ୍‌ଷ୍ଟାଗ୍ରାମ ନିଜ iOS ଆପ୍‌ ପାଇଁ Live Activities ନାମକ ଏକ ଫିଚର ଟେଷ୍ଟିଙ୍ଗ କରୁଛି । ଏହି ନୂଆ ଫିଚର iPhone ୟୁଜର୍ସଙ୍କୁ…

Twitterରେ ମିଳିଲା ଇନ୍‌ଷ୍ଟାଗ୍ରାମ ଫିଚର, ଟ୍ଵିଟ୍‌ କରି ସୂଚନା ଦେଲେ ଏଲନ୍‌ ମସ୍କ

Twitterରେ ଆସିଲା ନୂଆ ଫିଚର । ଏଲନ୍‌ ମସ୍କ ଟ୍ଵିଟ୍‌ କରି ଏହି ନୂଆ ଫିଚର ବିଷୟରେ ସୂଚନା ଦେଇଛନ୍ତି । ସେ ଟ୍ଵିଟ୍‌ କରି କହିଛନ୍ତି ଯେ, ବର୍ତ୍ତମାନ ୟୁଜର୍ସ ଭିଡିଓକୁ ଡାଉନ ସ୍ୱାଇପ କରି ଲଗାତାର ଭାବେ ଦେଖି ପାରିବେ । ଅର୍ଥାତ ଆପଣ ଇନ୍‌ଷ୍ଟାଗ୍ରାମରେ ଯେପରି ରିଲ୍ସ ସ୍ୱାଇପ କରି…

ଭାରତରେ କିପରି ପାଇବେ ଫେସବୁକ ଏବଂ ଇନ୍‌ଷ୍ଟାଗ୍ରାମ ଭେରିଫାଏଡ ବ୍ଲୁ ବେଜ୍‌

ସୋସିଆଲ ମିଡିଆରେ ଫେସବୁକ ଏବଂ ଇନ୍‌ଷ୍ଟାଗ୍ରାମ ହେଉଛି ଅଧିକ ଲୋକପ୍ରିୟ ପ୍ଲାଟଫର୍ମ । ବର୍ତ୍ତମାନ ସମୟରେ ପିଲା ଠୁ ବୟସ୍କ ବ୍ୟକ୍ତି ପର୍ଯ୍ୟନ୍ତ ସମସ୍ତଙ୍କର ଫେସବୁକ ଏବଂ ଇନ୍‌ଷ୍ଟାଗ୍ରାମରେ ଆକାଉଣ୍ଟ ରହିଛି । କିନ୍ତୁ କିଛି ଜଣଙ୍କ ନିକଟରେ ହିଁ ବ୍ଲୁ ବେଜ୍‌ ଥିବା ଦେଖାଯାଏ । ଏହି ବ୍ଲୁ…

ଫେସବୁକ୍ ଓ ଇନଷ୍ଟାଗ୍ରାମରେ ପାଇବେ Paid Verification Service

ଏବେ ଟ୍ୱିଟର ପରି ଆପଣଙ୍କୁ ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ପାଇଁ ମଧ୍ୟ ଦେୟ ଦେବାକୁ ପଡିବ । ଏହାର ପ୍ରତିବଦଳରେ ଆପଣଙ୍କୁ ଏକ ଯାଞ୍ଚ ବ୍ୟାଜ୍ ବା ବ୍ଲୁ ଟିକ ଦିଆଯିବ ଯାହା ଆପଣଙ୍କର ଆକାଉଣ୍ଟ କୁ ଭେରିଫାଏଡ ବୋଲି ସୂଚିତ କରିବ। ଇନଷ୍ଟାଗ୍ରାମ-ଫେସବୁକ୍ ଭେରିଫିକେସନ୍ ପାଇଁ ମେଟା ଆଣିଛି ନୂଆ…

ଭାଇରାଲ କଣ୍ଟେଣ୍ଟ କୁ ରୋକିବ ‘Take It Down’ ଟୁଲ

ସୋସିଆଲ ମିଡିଆର ଜଣାଶୁଣା କମ୍ପାନୀ ମେଟା ୟୁଜର୍ସଙ୍କ ପାଇଁ ଆଣିଛି ଏକ ବଢିଆ ଟୁଲ । ଯାହାର ନାମ ହେଉଛି 'Take It Down’ ଟୁଲ । ଏହି ଟୁଲ ସାହାଯ୍ୟରେ ପ୍ଲାଟଫର୍ମରେ ନ୍ୟୁଡ କଣ୍ଟେଣ୍ଟକୁ ସୁର୍କୁଲେଟ କରିବାରୁ ରୋକାଯାଇ ପାରିବ । ଏହି ଟୁଲକୁ ନ୍ୟାଶନାଲ ସେଣ୍ଟର ଫର ମିସିଂ ଆଣ୍ଡ ଏକ୍ସପ୍ଲେଇଡେଟ…

ଆକାଉଣ୍ଟ ଡିଲିଟ୍‌ ନକରି ଇନଷ୍ଟାଗ୍ରାମ ଠାରୁ ଦୂରରେ ରହିବାକୁ ଚାହୁଁଛନ୍ତି କି? ତେବେ ଏହି ଉପାୟ ଆସିବ କାମରେ

ଯଦି ଆପଣଙ୍କୁ ଲାଗୁଛି କି ଆପଣ ଇନଷ୍ଟାଗ୍ରାମରେ ବହୁତ ଅଧିକ ସମୟ ବିତାଉଛନ୍ତି, ତ କେବଳ ଆପଣ ନୁହନ୍ତି ଏମିତି ଅନେକ ୟୁଜର ଅଛନ୍ତି ଯେଉଁମାନେ ଘଣ୍ଟା ଘଣ୍ଟା ଧରି ଫିଡ୍କୁ ସ୍କ୍ରଲ୍ କରିବା ପରେ ଏହିଭଳି ଫିଲ୍ କରିଥାଆନ୍ତି। ଏଥିରୁ ଛୁଟକାରା ପାଇବା ପାଇଁ ଇନଷ୍ଟାଗ୍ରାମରୁ ଆକାଉଣ୍ଟ ଡିଲିଟ୍‌…

ଇନଷ୍ଟାଗ୍ରାମରେ ମିଳିବ EPFର ସବୁ ଡିଟେଲ୍ସ

ଇପିଏଫ କୁ ନେଇ ଆଜି ଜାଣନ୍ତୁ ଏକ ବଢ଼ିଆ ଖବର। ଯାହା ଦ୍ୱାରା ଆପଣଙ୍କ କାମ ହୋଇଯିବ ଆହୁରି ସହଜ। ଏବେ ଆପଣ ଇନଷ୍ଟାଗ୍ରାମରେ ବି ପାଇପାରିବେ ଇପିଏଫ ସମ୍ବନ୍ଧିତ ସମସ୍ତ ତଥ୍ୟ। ଇପିଏଫ ସମ୍ପର୍କତି ଏହି ଖବର ବିଭାଗ ତରଫରୁ ଟ୍ଵିଟରରେ ମଧ୍ୟ ସେୟାର କରାଯାଇଛି। ଏମିତିରେ ଆପଣ ଇପିଏଫ ପୋର୍ଟାଲ ଓ…

ରେକର୍ଡ କଲେ ହାର୍ଦ୍ଦିକ ପାଣ୍ଡ୍ୟା, ଇନଷ୍ଟାଗ୍ରାମରେ ୨୫ ମିଲିୟନ ଫଲୋୟର୍ସ ପାର

ଭାରତୀୟ କ୍ରିକେଟ ଟିମର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଇନଷ୍ଟାଗ୍ରାମରେ ନୂଆ ରେକର୍ଡ କରିଛନ୍ତି। ଇନଷ୍ଟାଗ୍ରାମରେ ତାଙ୍କର ୨୫ ମିଲିୟନ ଫଲୋୟର୍ସ ପାର କରିଛି। ଆଉ ହାର୍ଦ୍ଦିକ ୨୫ ମିଲିୟନ ଫଲୋୟର୍ସ ପାର କରି ଦୁନିଆର ସବୁଠୁ ଯୁବ କ୍ରିକେଟର ହୋଇଛନ୍ତି । ସମଗ୍ର ବିଶ୍ୱରେ ହାର୍ଦ୍ଦିକଙ୍କ…

ଇନଷ୍ଟାଗ୍ରାମରୁ ଆରମ୍ଭ ହେଲା ଦୁଇ ଝିଅଙ୍କ ପ୍ରେମ: ବିବାହ ପାଇଁ ହରିୟାନାରୁ ବାଲେଶ୍ୱର ଆସିଲେ ଯୁବତୀ

ଜଳେଶ୍ୱର (କେନ୍ୟୁଜ): ଇନଷ୍ଟାଗ୍ରାମରୁ ଆରମ୍ଭ ହେଲା ପ୍ରେମ । ସୋସିଆଲ ମିଡ଼ିଆରୁ ଦୁଇ ଝିଅଙ୍କ ମଧ୍ଯରେ ପ୍ରେମ ହେବା ପରେ ସମଲିଙ୍ଗୀ ବିବାହ ପାଇଁ ସୁଦୂର ହରିୟାନାରୁ ଓଡିଶା ପହଞ୍ଚିଲେ ଯୁବତୀ। ସୋସିଆଲ ମିଡ଼ିଆରେ ପ୍ରେମ କରିବା ସାଧାରଣ ଘଟଣା ପାଲଟି ଥିବା ବେଳେ ଇନଷ୍ଟାଗ୍ରାମରେ ଦୁଇ ଝିଅଙ୍କ…

ଇନଷ୍ଟାଗ୍ରାମରେ ଫେକ୍‌ ଆକାଉଣ୍ଟ କରି ୫୦ରୁ ଅଧିକ ଯୁବତୀଙ୍କ ଯୌନ ନିର୍ଯାତନା ଦେଉଥିଲେ ଇଣ୍ଟିରିଅର ଡିଜାଇନର, ପୋଲିସ…

ଇନଷ୍ଟାଗ୍ରାମରେ ଫେକ୍‌ ଆକାଉଣ୍ଟ କରି ଯୁବତୀଙ୍କୁ ଫସାଉଥିଲେ ଇଣ୍ଟିରିଅର ଡିଜାଇନର । ଆଉ ଏବେ ଦିଲ୍ଲୀ ପୋଲିସ ହାତରେ ଧରାପଡିଲେ । ୩୨ ବର୍ଷୀୟ ଇଣ୍ଟିରିଅର ଡିଜାଇନର ସୋସିଆଲ ମିଡିଆରେ ଯୁବତୀଙ୍କୁ ହଇରାଣ କରିବା ସହିତ ଯୌନ ନିର୍ଯାତନା ଦେଇ ଗିରଫ ହୋଇଛନ୍ତି । ଆଉ ଯୁବକ ଜଣକ ଅନେକ ବଡ ଫାର୍ମରେ…