୭୯୯ ଟଙ୍କା କିସ୍ତିରେ ଘରକୁ ନେଇଯାଆନ୍ତୁ କାର୍, ଫେଷ୍ଟିଭ ସିଜନରେ ଟାଟା ମୋଟର୍ସ ଦେଉଛି ସୁବର୍ଣ୍ଣ ସୁଯୋଗ
ଫେଷ୍ଟିଭ ସିଜନରେ ଅଟୋ କମ୍ପାନୀ ଭିନ୍ନ ଭିନ୍ନ ପ୍ରକାରର ଅଫର ଦେଉଛି। ଏମାନଙ୍କ ମଧ୍ୟରେ ଟାଟା ଏବଂ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ମଧ୍ୟ ସାମିଲ ରହିଛି। ପୂଜା ସିଜିନ୍ରେ ଟାଟା ମୋଟର୍ସ ଦେଉଛି ଦମଦାର ଅଫର। ପୂଜା ସମୟରେ ଅଟୋ କମ୍ପାନୀମାନେ ଏବେ ଅଲଗା ଅଲଗା ପ୍ରକାରର ଅନେକ ଅଫର ଦେବାକୁ ଘୋଷଣା…