Browsing Tag

instead of water gas out from tube well

କେନ୍ଦ୍ରାପଡ଼ା: ପାଣି ବଦଳରେ ନଳକୂପରୁ ବାହାରିଲା ଗ୍ୟାସ୍‌, ଦିଆସିଲି ମାରିଲେ ଲାଗିଲା ନିଆଁ

କେନ୍ଦ୍ରାପଡ଼ା(କେନ୍ୟୁଜ): ପାଣି ବଦଳରେ ନଳକୂପରୁ ବାହାରିଲା ଗ୍ୟାସ୍‌। ଦିଆସିଲି ମାରିଲେ ନିଆଁ ଲାଗିଲା। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ବାହରଶୋବଳା ଗାଁରେ ଏଭଳି ଘଟଣାକୁ ନେଇ ଏବେ ଚର୍ଚ୍ଚା। ପାନୀୟ ଜଳ ପାଇଁ ଗାଁର ନାରାୟଣ ମହାପାତ୍ର ତାଙ୍କ ଘର ଆଗରେ ଏକ ନୂଆ ନଳକୂପ ବସାଇଥିଲେ।…