ଚାଷୀଙ୍କ ୧୨ ଘଣ୍ଟିଆ ବନ୍ଦ ପାଳନ, ବୀମା ଓ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ
ବିନିକା : ଅଦିନିଆ ବର୍ଷା କ୍ଷୟକ୍ଷତି ଦାବିରେ ଚାଷୀଙ୍କ ୧୨ ଘଣ୍ଟିଆ ରାସ୍ତା ଅବରୋଧ । ବୀମା ଓ କ୍ଷତି ପୂରଣ ଦାବିରେ ଚାଷୀ ମାନେ ବନ୍ଦ ଡାକରା ଦେଇଛନ୍ତି । ଏହି ଘଟଣା ଦେଖିବାକୁ ମିଳିଛି, ସମ୍ବଲପୁର ଜିଲ୍ଲାର ବିନିକା ଅନ୍ତର୍ଗତ ଡୁଙ୍ଗୁରିପାଲି ବ୍ଲକ ରାମପୁରରେ।
ଗତ କିଛିଦିନ ତଳେ ଲଘୁଚାପ…