Browsing Tag

interest rate hike

ବ୍ୟାଙ୍କରେ ଏଫଡି କରୁଥିବା ଗ୍ରାହକଙ୍କୁ ଏବେ ମିଳିବ ଅଧିକ ସୁଧ, ଗ୍ରାହକଙ୍କୁ ଖୁସି କରାଇଲା ବିଓଆଇ

ଯଦି ଆପଣଙ୍କୁ ମଧ୍ୟ ବ୍ୟାଙ୍କରେ ଏଫଡି କରାଇବାର ଅଛି ତାହେଲେ ଏହି ଖବର ଆପଣଙ୍କ ପାଇଁ । ଏହି ଖବର ଆପଣଙ୍କୁ ନିହାତି ଭାବେ ଖୁସି ଖରାଇଦେବ । ଏବେ ଆପଣଙ୍କୁ ଏଫଡି କରିବା ଦ୍ୱାରା ଅଧିକ ସୁଧ ମିଳିବାକୁ ଯାଉଛି । ଆଜ୍ଞା ହଁ ଏଣିକି ବ୍ୟାଙ୍କ ଏଫଡି ଉପରେ ମିଳିବ ପୂର୍ବ ଅପେକ୍ଷା ଅଧିକ ସୁଧ ।…