Browsing Tag

interest rates

ICICI ବ୍ୟାଙ୍କର FD ଉପରେ ଲାଗିଲା ନୂଆ ସୁଧହାର, ଜାଣନ୍ତୁ ନୂଆ ଅପଡେଟ

ପ୍ରାଇଭେଟ ସେକ୍ଟର ଅଗ୍ରଣୀ ବ୍ୟାଙ୍କ ମଧ୍ୟରୁ ଆଇସିଆଇସିଆଇ ବ୍ୟାଙ୍କ ନିଜର ଫିକ୍ସ ଡିପୋଜିଟ ସ୍କିମକୁ ନେଇ ନୂଆ ନିୟମ ଲାଗୁ କରିଛି ।ଏହା ଆସନ୍ତା ୬ ତାରିଖରେ ଲାଗୁ ହେବାକୁ ଯାଉଛି । ଏହି ସମୟରେ ବ୍ୟାଙ୍କ ୭ ଦିନରୁ୧୦ ବର୍ଷ ପର୍ଯ୍ୟନ୍ତ ଏଫଡି ସ୍କିମ ଅଫର କରିଛି । ଏଥିପାଇଁ ପ୍ରଥମେ ବ୍ୟାଙ୍କ…

କରୋନା ଯୋଗୁ ସବୁ ଯୋଜନାର ସୁଧ କମାଇଲେ ସରକାର, ସୁକନ୍ୟା- କିଷାନ ଯୋଜନା ସମେତ ଅନେକ ସ୍କିମ୍ ପ୍ରଭାବିତ

କରୋନା ଭାଇରସ ଯୋଗୁ ପ୍ରଥମେ ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ରେଟ ଓ ରିଭର୍ସ ରେପୋ ରେଟ କାଟ କରିଥିଲେ। ଏବେ ସରକାର ମଧ୍ୟ ସାଧାରଣ ଲୋକଙ୍କୁ ଆଉ ଏକ ଝଟକା ଦେଇଛନ୍ତି। ସରକାର କ୍ଷୁଦ୍ର ସଞ୍ଚୟ ଯୋଜନାର ସୁଧରେ ମଧ୍ୟ ବଡ଼ କାଟ୍ କରିଛନ୍ତି। ରିପୋର୍ଟ ମୁତାବକ, କେନ୍ଦ୍ର ସରକାର ପବ୍ଲିକ…